ETV Bharat / city

କାର୍ତ୍ତିକ ଶେଷ ସୋମବାର: ଘଣ୍ଟଘଣ୍ଟାରେ କମ୍ପୁଛି ରେଶମ ସହର ଶୈବପୀଠ - Karthika Masam Last Monday

କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶୈବପୀଠରେ ସକାଳୁ ଲାଗିଛି ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ...

କାର୍ତ୍ତିକର ଶେଷ ସୋମବାର: ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ
author img

By

Published : Nov 11, 2019, 11:55 AM IST

ବ୍ରହ୍ମପୁର: କାର୍ତ୍ତିକ ମାସର ଶେଷ ସୋମବାର । ଏହି ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶୈବ ପୀଠରେ ସକାଳ ସମୟରୁ ଲାଗିଛି ଭକ୍ତଙ୍କ ଭିଡ । ସହରର ସାନବଜାର ସ୍ଥିତ କପିଳେଶ୍ବର ମନ୍ଦିରରେ ପଞ୍ଚୁକ ସହିତ ସୋମବାର ଅବସରରେ ଭକ୍ତ ଭୋର ସମୟରୁ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି ।

କାର୍ତ୍ତିକର ଶେଷ ସୋମବାର: ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ

ଶେଷ ସୋମବାର ପାଇଁ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଠାରୁ ଆରମ୍ଭ କରି ରୁଦ୍ରାଭିଶେଷ, ଖିରାଭିଶେଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେହିପରି ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବରେ ଧାଡିରେ ଯାଇ ଦର୍ଶନ କରିବେ ସେନେଇ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବ୍ରହ୍ମପୁର ସହରର କପିଳେଶ୍ବର ମନ୍ଦିର ପରିସରରେ କିଭଳି ଚାଲିଛି ମହାଦେବଙ୍କ ପୁଜାର୍ଚ୍ଚନା ସେନେଇ ମନ୍ଦିର କମିଟି ଏବଂ ଭକ୍ତଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:କାର୍ତ୍ତିକ ମାସର ଶେଷ ସୋମବାର ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶୈବ ମନ୍ଦିରରେ ସକାଳ ସମୟରୁ ଲାଗିରହିଛି ଭକ୍ତ ଙ୍କ ଭିଡ । ସହରର ସାନବଜାର ସ୍ଥିତ କପିଳେଶ୍ୱର ମନ୍ଦିରରେ ପଞ୍ଚୁକ ସହିତ ସୋମବାର ଅବସରରେ ଭକ୍ତ ମାନେ ଭୋର ସମୟରୁ ମହାଦେବ ଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି । ଏପରିକି ଶେଷ ସୋମବାର ପାଇଁ ମନ୍ଦିରରେ ଭକ୍ତ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଠାରୁ ଆରମ୍ଭ କରି ରୁଦ୍ରାଭିଶେଷ ,ଖିରାଭିଶେଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବରେ ଧାଡିରେ ଯାଇ ଦର୍ଶ କରିବେ ସେ ନେଇ ପରିଚାଳନ୍ନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରର କପିଳେଶ୍ୱର ମନ୍ଦିର ପରିସରରେ କିଭଳି ଚାଲିଛି ମହାଦେବ ଙ୍କ ପୁଜାର୍ଚ୍ଚନା ସେ ନେଇ ମନ୍ଦିର କମିଟି ଏବଂ ଭକ୍ତ ଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ..

Body:walk through..
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.