ETV Bharat / city

5 ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟରତ କନିଷ୍ଠ କିରାଣୀ ଗିରଫ

author img

By

Published : Jan 6, 2020, 11:41 PM IST

5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ଏମ୍.କେ.ସି.ଜି ମେଡିକାଲରେ କାର୍ଯ୍ୟରତ କନିଷ୍ଠ କିରାଣୀ ଶ୍ରୀକାନ୍ତ କୁମାର ଦାଶ । ଅଧିକ ଖବର ପଢନ୍ତୁ...

junior clerk in viguillance trap, berhampur vigillance trap, berhampur latest news, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌, ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
5 ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟରତ କନିଷ୍ଠ କିରାଣୀ ଗିରଫ

ବ୍ରହ୍ମପୁର: 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ଏମ୍.କେ.ସି.ଜି ମେଡିକାଲରେ କାର୍ଯ୍ୟରତ କନିଷ୍ଠ କିରାଣୀ ଶ୍ରୀକାନ୍ତ କୁମାର ଦାଶ । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସାଧିନ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏହି ଲାଞ୍ଚ ଦାବି କରୁଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ କାର୍ଯ୍ୟରତ କିରାଣୀ ।

ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ଭିଜିଲାନ୍ସ ଟିମ ଏଭଳି କନିଷ୍ଠ କିରାଣୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗଞ୍ଜାମ ଜିଲ୍ଲାର ଜରଡାଥାନା ଅନ୍ତର୍ଗତ ସତ୍ୟ ନାରାୟଣ ଷଡଙ୍ଗୀଙ୍କ ପତ୍ନୀ ନିରୁପମା ଷଡଙ୍ଗୀ ଗତ ନଭେମ୍ବର 11 ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ 13 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପତ୍ନୀଙ୍କ ବୀମା ଟଙ୍କା ପାଇବାକୁ ମେଡିକାଲ ରିପୋର୍ଟ ପାଇଁ ଦୌଡୁଥିବା ବେଳେ କନିଷ୍ଠ କିରାଣୀ ଜଣଙ୍କ ତାହା ଦେବା ପାଇଁ କହି ଲାଞ୍ଚ ଦାବି କରିଥିଲେ ।

ଶେଷରେ ନିଜ କାର୍ଯ୍ୟାଳୟରେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ କନିଷ୍ଠ କିରାଣୀଙ୍କର ସରକାରୀ ବାସଭବନରେ ଚଢାଉ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ଏମ୍.କେ.ସି.ଜି ମେଡିକାଲରେ କାର୍ଯ୍ୟରତ ଥିବା କନିଷ୍ଠ କିରାଣୀ ଶ୍ରୀକାନ୍ତ କୁମାର ଦାଶ । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ରେ ଚିକିତ୍ସାଧିନ ଜଣେ ମହିଳା ଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଙ୍କୁ ମୃତ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏହି ଲାଞ୍ଚ ଦାବୀ କରୁଥିବା ବେଳେ ଶେଷରେ ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଏଭଲି କନିଷ୍ଠ କିରାଣୀ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା କୁହାଯାଇଛି । ଗଞ୍ଜାମ ଜିଲ୍ଲାର ଜରଡାଥାନା ଅନ୍ତର୍ଗତ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କର ପତ୍ନୀ ନିରୁପମା ଷଡଙ୍ଗୀ ଗତ ନଭେମ୍ୱର ୧୧ ତାରିଖରେ ଭର୍ତ୍ତୀ ହୋଇଥିବା ବେଳେ ୧୩ ତାରିଖରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପତ୍ନୀ ଙ୍କ ବୀମା ଟଙ୍କା ପାଇବା ପାଇଁ ମେଡିକାଲ ରିପୋର୍ଟ ନିମନ୍ତେ ଦୌଡୁଥିବା ବେଳେ କନିଷ୍ଠ କିରାଣୀ ଜଣଙ୍କ ତାହାକୁ ପ୍ରଦାନ କରିବା ପାଇଁ ଲାଞ୍ଚ ଦାବୀ କରୁଥିବା ବେଳେ ଶେଷରେ ନିଜ କାର୍ଯ୍ୟାଳୟରେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।ଗିରଫ ପରେ କନିଷ୍ଠ କିରାଣୀ ଙ୍କର ସରକାରୀ ବାସଭବନରେ ଚଢାଉ କରାଯାଇଛି । Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟଭି ଭାରତ..Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.