ETV Bharat / city

ପରୀକ୍ଷା ଫଳ ପ୍ରକାଶିତ ପରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ - student

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପରେ ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଅଧିକ ଖବର ପଢନ୍ତୁ...

ପରୀକ୍ଷା ଫଳ ପ୍ରକାଶିତ ପରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ

author img

By

Published : Aug 19, 2020, 7:33 PM IST

ବ୍ରହ୍ମପୁର: ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପରେ ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଚଳିତ ବର୍ଷ ପାସ୍ ହାର ୭୪.୯୫ ପ୍ରତିଶତ ରହିଥିବା ବେଳେ ଏ ନେଇ କଣ କହୁଛନ୍ତି ବ୍ରହ୍ମପୁର ସହରର ବିଦ୍ୟାର୍ଥୀ..ଆସନ୍ତୁ ଶୁଣିବା

ପରୀକ୍ଷା ଫଳ ପ୍ରକାଶିତ ପରେ ବ୍ରହ୍ମପୁର ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ

ରାଜ୍ୟରେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି । କୋରୋନା ମହାମାରୀ ଲକଡାଉନ ସମୟରେ କେବେ ପରୀକ୍ଷା ଫଳ ପ୍ରକାଶ ପାଇବ ତାହାକୁ ନେଇ ବିଦ୍ୟାର୍ଥୀ ମାନେ ଅପେକ୍ଷା କରିଥିବା ବେଳେ ଫଳାଫଳ ପ୍ରକାଶ ପରେ ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ମାହୋଲ।

ଚଳିତ ବର୍ଷ ପାସ୍ ହାର ୭୪.୯୫ ପ୍ରତିଶତ ରହିଥିବା ବେଳେ ବ୍ରହ୍ମପୁର ସହରର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୧୧୫ ଜଣ ବିଦ୍ୟାର୍ଥୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେଥିରୁ ସାତ ଜଣ ବିଦ୍ୟାର୍ଥୀ ୯୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.