ETV Bharat / city

'ଫନି' ମୁକାବିଲା ପାଇଁ ସତର୍କ ଗଞ୍ଜାମ ଜିଲ୍ଲା ପ୍ରଶାସନ

ସାମୁଦ୍ରିକ ଝଡ଼ 'ଫନି' ର ମୁକାବିଲା ପାଇଁ ଆଗୁଆ ସତର୍କ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

author img

By

Published : May 2, 2019, 11:59 AM IST

Updated : May 2, 2019, 12:12 PM IST

ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ଆସନ୍ତାକାଲି ସ୍ଥଳଭାଗରେ ଓଡିଶା ଛୁଇଁବ ସାମୁଦ୍ରିକ ଝଡ଼ 'ଫନି' । ଏହାର ପ୍ରଭାବ ପ୍ରଥମେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି । ଯାହା ମଧ୍ୟରେ ରହିଛି ଗଞ୍ଜାମ । ଏହି ସାମୁଦ୍ରିକ ଝଡର ମୁକାବିଲା ପାଇଁ ଆଗୁଆ ସତର୍କ ହୋଇଉଠିଛି ଜିଲ୍ଲା ପ୍ରଶାସନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ କୁହାଯାଉଥିବା ଗୋପାଳପୁରରେ ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସମୁଦ୍ରକୂଳିଆ ଅଞ୍ଚଳରେ ଲୋକଙ୍କୁ ଯଥାଶିଘ୍ର ବିପଦପୂର୍ଣ୍ଣ ସ୍ଥାନ ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଆସିବା ପାଇଁ ଡାକବାଜି ଯନ୍ତ୍ର ଯୋଗେଁ ଜଣାଇ ଦିଆଯାଇଛି । କେତେକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ଆଣି ରଖାଯାଇଛି । ସେଠାରେ ରନ୍ଧା ଖାଦ୍ୟ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

blank

Conclusion:
Last Updated : May 2, 2019, 12:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.