ETV Bharat / city

ଲକଡାଉନ ସମୟରେ ଜୁଆଖେଳ, 9 ଗିରଫ - ଗଞ୍ଜାମ ଜିଲ୍ଲାରେ ଜୁଆଖେଳ

ଲକଡାଉନ ସମୟରେ ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅଞ୍ଚଳରେ ଚାଲିଛି ଜୁଆଆଡ୍ଡା । ଖବର ପାଇ ଛତ୍ରପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ ଟିମ ଚଢାଉ କରିବା ସହ ଏଥିରେ ସଂପୃକ୍ତ ଥିବା 9 ଜଣଙ୍କୁ ଗିରଫ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ସମୟରେ ଜୁଆଖେଳ, 9 ଗିରଫ
ଲକଡାଉନ ସମୟରେ ଜୁଆଖେଳ, 9 ଗିରଫ
author img

By

Published : May 2, 2020, 12:12 AM IST

ବ୍ରହ୍ମପୁର: କୋରୋନା ଭଳି ଲକଡାଉନ ସମୟରେ ଦିନକୁ ଦିନ ବୃଦ୍ଧି ପାଉଛି ଜୁଆଖେଳ । ଗୋଟିଏ ପଟେ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ମଧ୍ୟରେ ରହିବାକୁ ଆହ୍ବାନ କରାଯାଉଥିବା ବେଳେ ଏଭଳି ସମୟରେ ବିଭିନ୍ନ ସ୍ଥାନରେ ଲକ ଡାଉନ ନିୟମ ଭାଙ୍ଗି ଅନେକ ଜୁଆ ଖେଳୁଥିବା ଦେଖାଯାଇଛି । ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅଞ୍ଚଳରେ ଚାଲିଛି ଜୁଆଆଡ୍ଡା ।

ଲକଡାଉନ ସମୟରେ ଜୁଆଖେଳ, 9 ଗିରଫ
ଲକଡାଉନ ସମୟରେ ଜୁଆଖେଳ, 9 ଗିରଫ

ଏହି ଅଞ୍ଚଳରେ ଜୁଆଖେଳ ଚାଲୁଥିବା ଖବର ପାଇ ଛତ୍ରପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ ଟିମ ଚଢାଉ କରିବା ସହ ଏଥିରେ ସଂପୃକ୍ତ ଥିବା 9 ଜଣଙ୍କୁ ଗିରଫ କରାଯାଇଛି । ଏହାସହ ମୋଟ ୮୫୫୦୦ ଟଙ୍କା ଜବତ କରାଯାଇଥିବା ବେଳେ ୧୭ଟି ମୋଟର ସାଇକେଲ ସମେତ ୧୦ଟି ମୋବାଇଲକୁ ଜବତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.