ETV Bharat / city

କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ କଲା ଅଗ୍ନିଶମ ବିଭାଗ

ଗଞ୍ଜାମ ରେଳଷ୍ଟେସନରେ ତାଳଚେରରୁ ପାଲାସା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଅଗ୍ନୀକାଣ୍ଡ । ଘଟଣା ସ୍ଥଳରେ ଛତ୍ରପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କଲା ।

fire breaks in talcher palasa coal loaded train in ganjam
କୋଇଲା ବୋଝେଇ ଟ୍ରେନରେ ନିଆଁ ,ଆୟତ୍ତ କଲା ଅଗ୍ନିଶମ ବିଭାଗ
author img

By

Published : Jan 14, 2020, 1:44 PM IST

Updated : Jan 14, 2020, 2:07 PM IST

ବ୍ରହ୍ମପୁର: କୋଇଲା ବୋଝେଇ ଟ୍ରେନରେ ଅଗ୍ନୀକାଣ୍ଡ । ଦୁଇ ବଗିରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ଆୟତ୍ତ କରିଛନ୍ତି । ଖବର ପାଇ ଏନେଇ ସ୍ଥାନୀୟ ଷ୍ଟେସନ ମାଷ୍ଟର ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ କଲା ଅଗ୍ନିଶମ ବିଭାଗ

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ରେଳଷ୍ଟେସନରେ ତାଳଚେରରୁ ପାଲାସା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଅଗ୍ନୀକାଣ୍ଡର ସମ୍ମୁଖୀନ ହୋଇଥିଲା । ଟ୍ରେନ ନଂ 28691 ରେ ଦୁଇଟି ବଗିରେ କୈଣସି କାରଣରୁ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି ନିଆଁ ଲିଭାଇଥିଲେ । ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିଲା । କୌଣସି କାରଣରୁ ଅଗ୍ନୀକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ ଇଟିଭି ଭାରତ

Intro:ଏକ କୋଇଲା ବୋଝେଇ ଟ୍ରେନର ଦୁଇ ବଗିରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନ
ଏହାକୁ ସଂପୂର୍ଣ୍ଣ ଆୟତ୍ତ କରିଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ରେଳଷ୍ଟେସନ ।ତାଳଚେର ରୁ ପାଲାସା ଅଭିମୁଖେ ଯାଉଥିବା ଏହି କୋଇଲା ବୋଝଇ ଟ୍ରେନ ନଂ 28691 ରେ ଦୁଇଟି ବଗିରେ କୈଣସି କାରଣରୁ ନିଆଁ ଲାଗିଥିବାର ଖବର ପାଇ ଏ ନେଇ ସ୍ଥାନୀୟ ଷ୍ଟେସନ ମାଷ୍ଟର ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି ନିଆଁ ଲିଭାଇଥିଲେ ।ଟ୍ରେନର ବଗି ନମ୍ବର 22141066295 ଓ 22141095011 ରେ ନିଆଁ ଲାଗିଥିଲା ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
*ଆପଣ ଏହାର ଭଏସ ଓଭର କରିଦିଅତୁ...ଜରୁରୀ ଥିବାରୁ ଏହାକୁ ମୁଁ କଲିନାହିଁ ।
Conclusion:
Last Updated : Jan 14, 2020, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.