ETV Bharat / city

ବ୍ରହ୍ମପୁରରେ ଧୂମଧାମରେ ଚାଲିଛି ମା’ଙ୍କ ଅଷ୍ଟମୀ ପୂଜା

ଚାଲିଛି ପାର୍ବଣ । ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’ ଜଗତ ଜନନୀ । ଆଜି ଅଷ୍ଟମୀରେ କେମିତି ଥିଲା ବ୍ରହ୍ମପୁରରେ ମାଙ୍କ ପୂଜା ଦେଖନ୍ତୁ ।

author img

By

Published : Oct 6, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ହୋଇଛି ମା ଜଗତ ଜନନୀଙ୍କ ମହାଷ୍ଟମୀ ପୂଜା । ମାଙ୍କ ମହାଷ୍ଟମୀ ପୂଜା ପାଇଁ ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ମାଆଙ୍କ ସନ୍ଧି ପୂଜା ମଧ୍ୟ ଆୟୋଜିତ ହୋଇଛି ।

ସହରର ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ମହାଷ୍ଟମୀ ପୂଜା ହୋଇଥିବା ବେଳେ ପୀଠରେ ହୋଇଛି ମହାନବମୀ ପୂଜା । ବ୍ରହ୍ମପୁର ସହରର ସେଲଟ୍ୟାକ୍ସ ପୂଜା କମିଟୀର କର୍ମକର୍ତ୍ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଦେଖନ୍ତୁ....

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରର ବିଭିନ୍ନ ପୁଜା ମଣ୍ଡପରେ ଚାଲିଛି ମାଆଙ୍କ ଜଗତଜନନୀ ଙ୍କ ମହାଷ୍ଟମୀ ପୁଜା ।ମାଆଙ୍କ ମହାଷ୍ଟମୀ ପୁଜା ପାଇଁ ପାରମ୍ପରିକ ରୀତିନୀତି ରେ ପୁଜା ଚାଲିଥିବା ବେଳେ ମାଆଙ୍କ ସନ୍ଧି ପୁଜା ମଧ୍ୟ ଆୟୋଜିତ ହୋଇଯାଇଛି ।ସହରର ବିଭିନ୍ନ ପୁଜା ମଣ୍ଡପ ରେ ମାଆଙ୍କ ମହାଷ୍ଟମୀ ପୁଜା ଚାଲିଥିବା ବେଳେ ପୀଠରେ ଚାଲିଛି ମହାନବମୀ ପୁଜା ।ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ପୁଜା ଆୟୋଜିତ ହେବ । ବ୍ରହ୍ମପୁର ସହରରେ କିଭଳି ଚାଲିଛି ମାଆଙ୍କ ପୁଜା ସେ ନେଇ ସହରର ସେଲଟ୍ୟାକ୍ସ ପୁଜା କମିଟି ପରିସରରେ ସ୍ଥାନୀୟ ବାସିନ୍ଦା ଏବଂ କମିଟି କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...

Body:walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.