ETV Bharat / city

୨୦୨୦ ଅଧ୍ୟାଦେଶକୁ ତୁରନ୍ତ ବାତିଲ ଦାବିରେ ଡିଏସଓର ବିକ୍ଷୋଭ - ୨୦୨୦ ଅଧ୍ୟାଦେଶକୁ ତୁରନ୍ତ ବାତିଲ

ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ହରଣକାରୀ 2020 ଅଧ୍ୟାଦେଶକୁ ତୁରନ୍ତ ବାତିଲ କରି ଅଲ ଇଣ୍ଡିଆ ଡିଏସଓ ଦାବି ଦିବସ ପାଳନ କରିଛି । ଅଧିକ ପଢନ୍ତୁ...

୨୦୨୦ ଅଧ୍ୟାଦେଶକୁ ତୁରନ୍ତ ବାତିଲ ଦାବିରେ ଡିଏସଓର ବିକ୍ଷୋଭ

author img

By

Published : Sep 19, 2020, 7:12 AM IST

ବ୍ରହ୍ମପୁର: ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ରତା ହରଣକାରୀ 2020 ଅଧ୍ୟାଦେଶକୁ ତୁରନ୍ତ ବାତିଲ କରି ଅଲ ଇଣ୍ଡିଆ ଡିଏସଓ ଦାବି ଦିବସ ପାଳନ କରିଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଶ୍ବବିଦ୍ୟାଳୟରେ ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ବବିଦ୍ୟାଳୟ ହାତରୁ ନେଇ ଓଡିଶା ପବ୍ଲିକ କମିଶନ ହାତରେ ନ୍ୟସ୍ତ କରିବା, ସିନେଟ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ହଟାଇଦେବା, କୁଳପତି ଚୟନ କମିଟିରେ ସିନେଟରୁ ଜଣେ ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ଦେଇ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା, ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫କୁ ପ୍ରତ୍ୟାହାର କରି ଏକକ ଆଇନ ଲାଗୁ କରିବା ଭଳି ବିଭିନ୍ନ ଦାବିକୁ ନେଇ ଡିଏସଓ ପକ୍ଷରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.