ETV Bharat / city

ହିଞ୍ଜିଳି ବ୍ଲକ ଓ ଦୁଇଟି ପଞ୍ଚାୟତକୁ ଜାତୀୟ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ - ganjam-administration

ହିଞ୍ଜିଳି ବ୍ଲକ ଓ ଶେରଗଡର ଦୁଇ ପଞ୍ଚାୟତକୁ ଜାତୀୟ ପୁରସ୍କାର ଘୋଷଣା ପରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ହିଞ୍ଜିଳି ବ୍ଲକ ଓ ଦୁଇଟି ପଞ୍ଚାୟତକୁ ଜାତୀୟ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 20, 2020, 7:26 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋଟିଏ ବ୍ଲକ ଓ ଦୁଇଟି ପଞ୍ଚାୟତକୁ ଜାତୀୟ ପୁରସ୍କାର ଘୋଷଣା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବ୍ଲକ ଏବଂ ଶେରଗଡ ବ୍ଲକର ଦୁଇ ପଞ୍ଚାୟତ ଅଲାରିଗଡ ଓ ଶାସନଆମ୍ବଗାଁକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ।

ହିଞ୍ଜିଳି ବ୍ଲକ ଓ ଦୁଇଟି ପଞ୍ଚାୟତକୁ ଜାତୀୟ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳି ବ୍ଲକ ଓ ଦୁଇଟି ପଞ୍ଚାୟତକୁ ଜାତୀୟ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳି ବ୍ଲକ ଓ ଦୁଇଟି ପଞ୍ଚାୟତକୁ ଜାତୀୟ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳି ବ୍ଲକ ଓ ଦୁଇଟି ପଞ୍ଚାୟତକୁ ଜାତୀୟ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବ୍ଲକ ଓ ପଞ୍ଚାୟତକୁ ଏଭଳି ଜାତୀୟସ୍ତରରେ ପୁରସ୍କାର ମିଳିବା ପରେ ସେ ଟ୍ବିଟ୍‌ କରି ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ଏପରିକି ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଉତ୍ତମ ସେବା ଯୋଗାଇବାରେ ଏହା ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପଞ୍ଚାୟତକୁ କ୍ଷମତା ହସ୍ତାନ୍ତରିକରଣ କରିବା ନେଇ ଓଡିଶା ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ରେ ଦର୍ଶାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.