ETV Bharat / city

ବ୍ରହ୍ମପୁରରେ ସଟ ଡାଉନ ସମୟରେ କଡାକଡି ହେଉଛି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା

author img

By

Published : Apr 8, 2020, 10:33 PM IST

ବ୍ରହ୍ମପୁରରେ ସଟଡାଉନ ସମୟରେ କଡାକଡି ହେଉଛି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା । ସକାଳ ୭ ଟା ଠାରୁ ୧୨ ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ଉପଲବ୍ଧ । ଅଧିକ ପଢନ୍ତୁ...

brahmpur short down, due to corona
ବ୍ରହ୍ମପୁରରେ ସର୍ଟ ଡାଉନ ସମୟରେ କଡାକଡି ହେଉଛି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା

ବ୍ରହ୍ମପୁର : କୋରୋନାକୁ ନେଇ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଜାରି ହୋଇଥିବା ଲକ ଡାଉନ ଦିନକୁ ଦିନ ପ୍ରଶାସନ ପକ୍ଷରୁ କଡାକଡି କରାଯାଉଛି । ଏପରିକି ଲକ୍ ଡାଉନ୍କୁ କଡାକଡି କରିବା ପାଇଁ ଜାରି ହୋଇଥିବା ସଡ୍ ଡାଉନ୍ ଦିନ ୧୨ଟା ପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ହୋଇଥିବା ଏହି ସର୍ଟ ଡାଉନ୍ ସମୟରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି ।

ସକାଳ ୭ ଟା ଠାରୁ ୧୨ ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ଉପଲ୍ଲବ୍ଧ ରହିଥିବା ବେଳେ କୈଣସି ପରିସ୍ଥିତିରେ ମଧ୍ୟ ମୋଟର ସାଇକେଲକୁ ରାସ୍ତା ଉପରକୁ ନେଇ ଆସିବା ପାଇଁ ସଂପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ଏପରିକି ଜିଲ୍ଲାପାଳଙ୍କ ସମେତ ପ୍ରଶାସନର ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଗସ୍ତ କରାଯାଇ ସ୍ଥିତି ଅନୁଧ୍ୟାନ କରାଯାଉଛି । ଜିଲ୍ଲାରେ ଏଭଳି ସମୟରେ ଡୋର ଟୁ ଡୋର ଡେଲିଭେରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଔଷଧ ଦୋକାନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ସମୟରେ ସାମାଜିକ ଦୂରତା ପାଳନ କରିବାକୁ ଆହ୍ବାନ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.