ETV Bharat / city

ରୋଗୀଙ୍କୁ ରକ୍ତ ଦେବେ ବ୍ରହ୍ମପୁର ପୋଲିସ - ରକ୍ତଦାନ ସହାୟତା ଉତ୍ସର୍ଗ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ

ରକ୍ତର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଶୁଭାରମ୍ଭ ହୋଇଛି ୨୪ ଘଣ୍ଟିଆ ରକ୍ତଦାନ ସହାୟତା ଉତ୍ସର୍ଗ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ରୋଗୀଙ୍କୁ ରକ୍ତ ଦେବେ ବ୍ରହ୍ମପୁର ପୋଲିସ
author img

By

Published : Nov 15, 2019, 5:20 AM IST

ବ୍ରହ୍ମପୁର: ରକ୍ତର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଶୁଭାରମ୍ଭ ହୋଇଛି ୨୪ ଘଣ୍ଟିଆ ରକ୍ତଦାନ ସହାୟତା ଉତ୍ସର୍ଗ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଉତ୍ସର୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଯେକୌଣସି ବ୍ୟକ୍ତିବିଶେଷଙ୍କ ରକ୍ତ ପାଇଁ ଉତ୍ସର୍ଗ ସେବା ହେଲପଲାଇନକୁ ଯୋଗାଯୋଗ କଲେ ରକ୍ତଦାନ ପାଇଁ ରୋଗୀ ନିକଟରେ ପହଞ୍ଚିବେ ପୋଲିସ କର୍ମଚାରୀ ।

ରୋଗୀଙ୍କୁ ରକ୍ତ ଦେବେ ବ୍ରହ୍ମପୁର ପୋଲିସ

ମୁଖ୍ୟତଃ ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥସେବା ପାଇଁ ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାରେ ପ୍ରାୟ ୧୨ ଶହ ପୋଲିସ ଅଧିକାରୀ ଓ କର୍ମଚାରୀ ରହିଥିବାରୁ ସେମାନଙ୍କ ସହ କିଛି ସ୍ବେଚ୍ଛାସେବୀଙ୍କୁ ନେଇ ରୋଗୀଙ୍କୁ ଯେପରି ସୁବିଧାରେ ରକ୍ତଦାନ କରାଯାଇପାରିବ ତାହାକୁ ନେଇ ବ୍ରହ୍ମପୁର ପୋଲିସ 'ମୋ ସରକାର' ଯୋଜନାରେ ସାଧାରଣ ଜନତାଙ୍କ ଅଧିକ ନିକଟତର ହେବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:ଶୁଭାରମ୍ଭ ହେଲା ୨୪ ଘଣ୍ଟିଆ ରକ୍ତଦାନ ସହାୟତା ପାଇଁ ବ୍ରହ୍ମପୁର ପୋଲିସର ଉତ୍ସର୍ଗ ସେବା Body:() ରକ୍ତର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଶୁଭାରମ୍ଭ ହୋଇଛି ୨୪ ଘଣ୍ଟିଆ ରକ୍ତଦାନ ସହାୟତା ଉତ୍ସର୍ଗ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟତଃ ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ରୋଗୀଙ୍କୁ ନିୟମିତ ଭାବରେ ରକ୍ତର ଆବଶ୍ୟକତା ରହୁଥିବାରୁ ଏହି ଉତ୍ସର୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଯେ କୌଣସି ବ୍ୟକ୍ତିବିଶେଷ ଙ୍କୁ ଆବଶ୍ୟକତା ରହିଥିବା ରକ୍ତ ପାଇଁ ଉତ୍ସର୍ଗ ସେବା ହେଲପଲାଇନ୍ କୁ ଯୋଗାଯୋଗ କଲେ ରକ୍ତଦାନ ପାଇଁ ରୋଗୀ ନିକଟରେ ପହଞ୍ଚିବେ ପୋଲିସ କର୍ମଚାରୀ । ଜିଲ୍ଲାରେ ପ୍ରାୟ ୧୨ ଶହ ପୋଲିସ ଅଧିକାରୀ ଓ କର୍ମଚାରୀ ରହିଥିବାରୁ ସେମାନଙ୍କ ସହିତ କିଛି ସ୍ୱେଚ୍ଛାସେବୀ ଙ୍କୁ ନେଇ ରୋଗୀ ଙ୍କୁ ଯେପରି ସୁବିଧାରେ ରକ୍ତଦାନ କରାଯାଇପାରିବ ତାହାକୁ ନେଇ ବ୍ରହ୍ମପୁର ପୋଲିସ ମୋ ସରକାର ଯୋଜନାରେ ସାଧାରଣ ଜନତା ଙ୍କ ଅଧିକ ନିକଟତ୍ତର ହେବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଇଛି ।
ବାଇଟ୍-ସତ୍ୟବ୍ରତ ଭୋଇ(ଡି.ଆଇ.ଜି,ଦକ୍ଷିଣାଞ୍ଚଳ )
ବାଇଟ୍-ପିନାକ ମିଶ୍ର(ଆରକ୍ଷୀ ଅଧିକ୍ଷକ,ବ୍ରହ୍ମପୁର)
()-ବ୍ରହ୍ମପୁର ସହରର ଏମ୍.କେ.ସି.ଜି ଅଡିଟୋରିୟମ୍ ପରିସରରେ ଏହାକୁ ଶୁଭାରମ୍ଭ କରାଯାଇଥିବା ବେଳେ ଜିଲ୍ଲା ପୋଲିସର ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅନ୍ୟପଟେ ପ୍ରଥମ ଦିନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ପୋଲିସ କର୍ମଚାରୀ ଦୁଇ ରୋଗୀ ଙ୍କ ପାଇଁ ରକ୍ତଦାନ କରି ନିଜକୁ ଗର୍ବ ଅନୁଭବ କରିଥିବା କହିଛନ୍ତି ।
ବାଇଟ୍-ରାଧା ମାଧବ ତ୍ରୀପାଠୀ(ଅଧ୍ୟକ୍ଷ,ଏମ୍.କେ.ସି.ଜି-ବ୍ରହ୍ମପୁର)
ବାଇଟ୍-ଚିତ୍ତ ରଞ୍ଜନ ମିଶ୍ର(ପୋଲିସ କର୍ମଚାରୀ,ବ୍ରହ୍ମପୁର)
ବାଇଟ୍-ପ୍ରଫୁଲ ବେହେରା(ପୋଲିସ କର୍ମଚାରୀ,ବ୍ରହ୍ମପୁର)
Conclusion:(ଫା.ଭି.ଓ)- ରକ୍ତର ଅଭାବ କାରଣରୁ ଯେପରି କାହର ଜୀବନ ନଯାଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ଅନେକ ସଚେତନତା କରାଯାଉଥିବା ବେଳେ ବ୍ରହ୍ମପୁର ପୋଲିସର ୨୪ ଘଣ୍ଟିଆ ରକ୍ତଦାନ ସହାୟତା ନିମନ୍ତେ ଉତ୍ସର୍ଗ କାର୍ଯ୍ୟକ୍ରମ ଅନ୍ୟ ମାନଙ୍କୁ ନିଶ୍ଚିତ ରୂପେ ପ୍ରେରଣା ଯୋଗାଇବ ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.