ETV Bharat / city

ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପିର ପଦଯାତ୍ରା

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରହ୍ମପୁର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଯାଇଛି ପଦଯାତ୍ରା କାର୍ଯ୍ୟକ୍ରମ । ପ୍ଲାଷ୍ଟିକକୁ ବ୍ୟବହାର ନକରିବା ଏବଂ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବାକୁ ଆହ୍ବାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 3, 2019, 3:34 AM IST

ବ୍ରହ୍ମପୁର: ସାରା ଦେଶରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବ୍ରହ୍ମପୁର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଯାଇଛି ପଦଯାତ୍ରା କାର୍ଯ୍ୟକ୍ରମ। ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ସହରରେ ୧୯୨୧ ମସିହାରେ ତିନି ଦିନ ଅବସ୍ଥାନ କରିଥିବା ବାପୁଙ୍କ ମଧୁ ମନ୍ଦିର ନିକଟରୁ ଏହି ପଦଯାତ୍ରା ବାହାରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସହରର ବିଭିନ୍ନ ବସ୍ତିକୁ ପରିକ୍ରମା କରିବା ସହ ପ୍ଲାଷ୍ଟିକକୁ ବ୍ୟବହାର ନକରିବା ଏବଂ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବାକୁ ଆହ୍ବାନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମର ଆହ୍ବାନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ଏହି ପଦଯାତ୍ରାରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ସାରା ଦେଶରେ ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବ୍ରହ୍ମପୁର ଜିଲ୍ଲା ବିଜେପି ପକ୍ଷରୁ ଏହି ଅବସରରେ ଆୟୋଜିତ ହୋଇଯାଇଛି ପଦଯାତ୍ରା କାର୍ଯ୍ୟକ୍ରମ । ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଙ୍କ ନେତୃତ୍ୱରେ ସହରରେ ୧୯୨୧ ମସିହାରେ ତିନି ଦିନ ଅବସ୍ଥାନ କରିଥିବା ବାପୁଙ୍କ ମଧୁ ମନ୍ଦିର ନିକଟରୁ ଏହି ପଦଯାତ୍ରା ବାହାରି ସହରର ବିଭିନ୍ନ ବସ୍ତି କୁ ପରିକ୍ରମା କରିବା ସହ ପ୍ଲାଷ୍ଟିକ କୁ ବ୍ୟବହାର ନକରିବା ଏବଂ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବାକୁ ଆହ୍ୱାନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଙ୍କ ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମ ରେ ଆହ୍ୱାନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି। ଏଥିରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
Body:ବାଇଟ୍- କାହ୍ନୁ ଚରଣ ପତି(ଜିଲ୍ଲା ବିଜେପି ସଭାପତି- ବ୍ରହ୍ମପୁର)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:ଭିଜୁଆଲ ଏବଂ ବାଇଟ୍ ମୋଜୋ ରେ ଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.