ETV Bharat / city

BeMC Mayor: ବ୍ରହ୍ମପୁରକୁ ମିଳିଲା ନୂଆ ମେୟର, ସଂଘମିତ୍ରାଙ୍କ ବିପୁଳ ବିଜୟ

author img

By

Published : Mar 26, 2022, 2:23 PM IST

Updated : Mar 26, 2022, 3:32 PM IST

ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ ବିପକ୍ଷ ଦଳର ପ୍ରତୀଦ୍ବନ୍ଦ୍ବୀଙ୍କ ଠାରୁ 20236 ଭୋଟ ବ୍ୟବଧାନରେ ବିଜୟୀ ହୋଇ ବ୍ରହ୍ମପୁର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରକୁ ମିଳିଲା ନୂଆ ମେୟର, ସଂଘମିତ୍ରାଙ୍କ ବିପୁଳ ବିଜୟ

ବ୍ରହ୍ମପୁର: BeMC ନିର୍ବାଚନର ସମସ୍ତ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ ବିପକ୍ଷ ଦଳର ପ୍ରତୀଦ୍ବନ୍ଦ୍ବୀଙ୍କ ଠାରୁ 20236 ଭୋଟ ବ୍ୟବଧାନରେ ବିଜୟୀ ହୋଇ ବ୍ରହ୍ମପୁର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କୁ 66068 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ 45732 ଖଣ୍ଡ ଭୋଟ ମିଳିଛି।

ଆପ୍‌ ପ୍ରାର୍ଥୀ 7453 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ 6753 ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ଫଳାଫଳ ପରେ ବିଜେଡି କ୍ୟାମ୍ପରେ ଉତ୍ସବର ମାହୋଲ ରହିଛି । ଭୋଟ ଗଣତି ଆରମ୍ଭରୁ ହିଁ ବିଜେଡି ଏଠାରେ ଆଗୁଆ ରହିଥିଲା । ଲଗାତାର କଂଗ୍ରେସ, ବିଜେପି ଓ ଆପ୍‌ ପ୍ରାର୍ଥୀ ପଛୁଆ ରହି ଆସୁଥିଲେ । ସେପଟେ ବିଜୟ ହାସଲ କରିବା ଖୁସି ଜାହିର କରିଛନ୍ତି ସଂଘମିତ୍ରା ଓ ତାଙ୍କ ସମର୍ଥକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 26, 2022, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.