ETV Bharat / city

କୃଷି ବିଲ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ - କୃଷି ବିଲ ବିରୋଧରେ ଯୁବ କଂଗ୍ରେସ

ବିରୋଧୀ ଦଳଙ୍କ ଜୋରଦାର ବିରୋଧ ସତ୍ତ୍ବେ ସଂସଦରେ ଧ୍ବନି ମତରେ କୃଷି ବିଲ ପାରିତ ହୋଇଯାଇଛି । ଯାହାକୁ ନେଇ ବ୍ରହ୍ମପୁର କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

କୃଷି ବିଲ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

author img

By

Published : Sep 25, 2020, 7:57 AM IST

ବ୍ରହ୍ମପୁର: ନୂତନ କୃଷି ନୀତିକୁ ବ୍ରହ୍ମପୁର ଯୁବ କଂଗ୍ରେସର ବିରୋଧ । କୃଷି ସମ୍ବନ୍ଧୀୟ 3 ଟି ବିଲ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ସଂସଦରେ ପାରତି ହୋଇଥିବାରୁ ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ କୁଶ ପୁତ୍ତଳତା ଦାହ କରିଛନ୍ତି । ସହରର ବାପୁଜୀ ଆଶ୍ରମ ଠାରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ନୂତନ କୃଷି ଆଇନକୁ ପ୍ରତିବାଦ କରିଥିଲେ । ଏଥିସହ ଚାଷୀକୂଳର ହିତ ପାଇଁ ଏବଂ ଚାଷୀ ପରିବାରଙ୍କ ଉଦ୍ଦେଶ୍ୟରେ ଏକ ମଶାଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ଠାରୁ ସହରର ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ ।

କୃଷି ବିଲ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ
କୃଷି ବିଲ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

କେନ୍ଦ୍ର ସରକାରଙ୍କର କୃଷକ ଅଧ୍ୟାଦେଶ ଚାଷୀମାନଙ୍କ ଫସଲ ନିମନ୍ତେ ନ୍ୟୁନତମ ମୂଲ୍ୟ ନଥିବା, କୃଷକଙ୍କ ସ୍ୱାର୍ଥରେ ଖେଳ ଖେଳୁଛନ୍ତି ଏବଂ ଏହି ଅଧ୍ୟାଦେଶ ଦ୍ଵାରା ରାଜ୍ୟର କୃଷକ ମାନଙ୍କ ପାଇଁ ମଣ୍ଡି ବଜାର ଶେଷ ହୋଇଯିବା ସହ ପୁଞ୍ଜିପତି ମାନେ କୃଷକ ମାନଙ୍କୁ ଶୋଷଣର କରିଚାଲିବେ । ତେଣୁ ଏହାକୁ ବନ୍ଦ କରାଯିବାକୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ସଂଗ୍ରାମ ରାଉତ, ଦେବାଶିଷ ମହାନ୍ତି , ସିଦ୍ଧାନ୍ତ ସାହୁ ପ୍ରମୁଖ ଯୁବ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.