ETV Bharat / city

Bride Dharna: ତପସ୍ଵିନୀଙ୍କ ତପସ୍ୟା ସଫଳ, ୭ ଦିନ ଦମ୍ପତିଙ୍କୁ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ - ବ୍ରହ୍ମପୁର ଖବର

୧୧ ଦିନ ଧରି ସ୍ବାମୀଙ୍କ ସହ ରହିବାକୁ ଧାରଣାରେ ବସିଥିବା ଯୁବତୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ବ୍ରହ୍ମପୁର SJDM କୋର୍ଟ । ସ୍ବାମୀଙ୍କ ସହ ଆସିକାରେ ରହିବାକୁ ବ୍ରହ୍ମପୁର SDJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Bride Dharna: ତପସ୍ଵିନୀଙ୍କ ତପସ୍ୟା ସଫଳ,  ୭ ଦିନ ସ୍ବାମୀସ୍ତ୍ରୀଙ୍କୁ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Dec 2, 2021, 10:51 PM IST

Updated : Dec 3, 2021, 2:28 PM IST

ବ୍ରହ୍ମପୁର: ୧୧ ଦିନ ଧରି ସ୍ବାମୀଙ୍କ ସହ ରହିବାକୁ ଧାରଣାରେ ବସିଥିବା ଯୁବତୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ବ୍ରହ୍ମପୁର SDJM କୋର୍ଟ । ସ୍ବାମୀଙ୍କ ସହ ଆସିକାରେ ରହିବାକୁ ବ୍ରହ୍ମପୁର SDJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୧ ଦିନ ଧରି ବ୍ରହ୍ମାନଗର ଲେନ୍‌ ଦୁଇରେ ନିଜ ଶ୍ବଶୁର ଘର ସମୁଖରେ ସ୍ବାମୀଙ୍କ ସହିତ ରହିବା ପାଇଁ ଧାରଣାରେ ବସିଥିଲେ ତପସ୍ବିନୀ ।

Bride Dharna: ତପସ୍ଵିନୀଙ୍କ ତପସ୍ୟା ସଫଳ, ୭ ଦିନ ଦମ୍ପତିଙ୍କୁ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଶେଷରେ ନ୍ୟାୟ ପାଇଁ ବ୍ରହ୍ମପୁର SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତପସ୍ବିନୀ । ଆଗାମୀ ୭ ଦିନ ଗୋଟିଏ ଘରେ ଉଭୟଙ୍କୁ ଏକଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଉଭୟ ପରିବାର କୌଣସି ସଦସ୍ୟ ଉଭୟଙ୍କୁ ଭେଟି ପାରିବେ ନାହଇଁ । ଏହାକୁ ନେଇ କୋର୍ଟଙ୍କ ପକ୍ଷରୁ ଆସିକା ପୋଲିସକୁ ଅବଗତ କରାଯାଇଛି । କୋର୍ଟରେ ରାୟ ପ୍ରକାଶ ପାଇବା ପରେ ତପସ୍ବିନୀଙ୍କ ଆଇନଜୀବୀ ପ୍ରଦୀପ ବେହେରାଙ୍କ ସହିତ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 3, 2021, 2:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.