ETV Bharat / city

କାଠ ପ୍ରତିମୂର୍ତ୍ତି ଜରିଆରେ କାର୍ଟୁନିଷ୍ଟଙ୍କୁ ଯୁବଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି - kishore rath wooden statue

କାଠରେ କାର୍ଟୁନିଷ୍ଟ କିଶୋର ରଥଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବ୍ରହ୍ମପୁର ଯୁବଶିଳ୍ପୀ । ଅଧିକ ପଢନ୍ତୁ...

କାଠ ପ୍ରତିମୂର୍ତ୍ତି ଜରିଆରେ କାର୍ଟୁନିଷ୍ଟ କିଶୋର ରଥଙ୍କୁ ଯୁବଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Nov 9, 2021, 8:13 AM IST

ବ୍ରହ୍ମପୁର: ସୋମବାର ଓଡିଶାର ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ ହୋଇଛି । କାର୍ଟୁନ ମାଧ୍ୟମରେ ସାଧାରଣ ଜନତାଙ୍କ ସ୍ବର ସାଜିଥିବା ଏହି କାର୍ଟୁନିଷ୍ଟଙ୍କ କାଠ ନିର୍ମିତ ପ୍ରତିମୂର୍ତ୍ତି ତିଆରି କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବ୍ରହ୍ମପୁର ଯୁବଶିଳ୍ପୀ ସତ୍ୟ ମହାରଣା ।

କାଠ ପ୍ରତିମୂର୍ତ୍ତି ଜରିଆରେ କାର୍ଟୁନିଷ୍ଟ କିଶୋର ରଥଙ୍କୁ ଯୁବଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି
କାଠ ପ୍ରତିମୂର୍ତ୍ତି ଜରିଆରେ କାର୍ଟୁନିଷ୍ଟ କିଶୋର ରଥଙ୍କୁ ଯୁବଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି
କାଠ ପ୍ରତିମୂର୍ତ୍ତି ଜରିଆରେ କାର୍ଟୁନିଷ୍ଟ କିଶୋର ରଥଙ୍କୁ ଯୁବଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି

ପ୍ରତିମୂର୍ତ୍ତିଟିର ଉଚ୍ଚତା ୨ ଇଞ୍ଚ ଏବଂ ଓସାର ଦେଢ ଇଞ୍ଚ ରହିଛି । କିଶୋର ରଥଙ୍କ ବିୟୋଗରେ ଯୁବଶିଳ୍ପୀ ସତ୍ୟ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳ ଜଣାଇବା ଉଦ୍ଦେଶ୍ୟର କାଠରେ ତାଙ୍କର କ୍ଷୁଦ୍ର ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସୋମବାର ଭୋର୍ ସମୟରେ କିଶୋର ରଥଙ୍କ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଯାଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଆଖି ବୁଜିଥିଲେ ଏହି ଜଣାଶୁଣା କାର୍ଟୁନିଷ୍ଟ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.