ETV Bharat / city

ବ୍ରହ୍ମପୁରକୁ ବେଷ୍ଟ ମିଡିୟମ୍ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର - ganjam collector

ସ୍ବଚ୍ଛତା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ମିଳିଲା ବେଷ୍ଟ ମିଡିୟମ୍ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର । ବ୍ରହ୍ମପୁରକୁ ଏହି ପୁରସ୍କାର ମିଳିବା ପରେ ଗଞ୍ଜାମ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

best medium city in and best pratics prize
ବ୍ରହ୍ମପୁରକୁ ବେଷ୍ଟ ମିଡିୟମ୍ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର
author img

By

Published : Aug 22, 2020, 6:58 AM IST

ବ୍ରହ୍ମପୁର: ସ୍ବଚ୍ଛତା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ମିଳିଲା ବେଷ୍ଟ ମିଡିୟମ୍ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର ।ବ୍ରହ୍ମପୁରକୁ ଏହି ପୁରସ୍କାର ମିଳିବା ପରେ ଗଞ୍ଜାମ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ଖୁସି ଜାହିର କରିଛନ୍ତି । ଏଭଳି ପୁରସ୍କାର ଘୋଷଣା ପରେ ଏହି ସଫଳତାକୁ ନେଇ ନିଗମର କମିଶନରଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ଏବଂ ୱାର୍ଡର କମିଟି ଭଳି ସମସ୍ତ କର୍ମକର୍ତ୍ତାଙ୍କୁ ସଫଳତାର ଶ୍ରେୟ ଦିଆଯାଇଛି ।

ବ୍ରହ୍ମପୁରକୁ ବେଷ୍ଟ ମିଡିୟମ୍ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର

ତେବେ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୦ରେ ଓଡ଼ିଶାକୁ ସଫଳତା ମିଳିବା ସହ ବ୍ରହ୍ମପୁର ମହାନଗର ନିଗମକୁ ସାରା ଦେଶରେ ୬୩ ନମ୍ବର ରାଙ୍କରେ ରଖାଯାଇଛି । ଏଥିସହ ସ୍ବଚ୍ଛତା ପାଇଁ ବେଷ୍ଟ ମିଡିୟମ୍ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.