ETV Bharat / city

‘ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ବ୍ୟାଙ୍କ ଚେଷ୍ଟା କରିବ’ - bankers review meet

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କର ବିଚାର ଓ ପ୍ରଦର୍ଶନ ସମୀକ୍ଷା କରାଯାଇଛି । ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଏକ ସମୀକ୍ଷାରେ ବିଭିନ୍ନ ଶାଖା ଗୁଡିକ ନିଜ ପ୍ରଦର୍ଶନର ସମୀକ୍ଷା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 19, 2019, 10:08 PM IST

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କର ବିଚାର ଓ ପ୍ରଦର୍ଶନ ସମୀକ୍ଷା କରାଯାଇଛି । ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଏକ ସମୀକ୍ଷାରେ ବିଭିନ୍ନ ଶାଖା ଗୁଡିକ ନିଜ ପ୍ରଦର୍ଶନର ସମୀକ୍ଷା କରିଥିଲେ । ଏହା ସହ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପୂର୍ବ ଏବଂ ଭବିଷ୍ୟତର ରଣନୀତି ଉପରେ ବିଚାର ବିମର୍ଶ କରିବା ସହ ଏହାର ଅଗ୍ରଗତି ନିମନ୍ତେ ଯୋଜନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବୈଠକରେ ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ବିଭାଗରେ ଋଣ ବଢାଇବା ସହ ଆଗାମୀ ଦିନରେ ଗ୍ରାହକଙ୍କର ସମସ୍ତ ପ୍ରକାର ଚାହିଦାକୁ ପୂରଣ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଚେଷ୍ଟା କରାଯିବ ବୋଲି କୁହାଯାଇଛି । ଏହି ବୈଠକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରହ୍ମପୁରର ଉପ-ମହାପ୍ରବନ୍ଧକ ସାକ୍ୟ ସିହ୍ନା ବୈରାଗୀ, ଆଞ୍ଚଳିକ ପ୍ରବନ୍ଧକ ହରିହର ପଟ୍ଟନାୟକ ଓ କାଶୀ ବିଶ୍ବନାଥ ଦାଶଙ୍କ ସମେତ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ଶାଖାର ପ୍ରବନ୍ଧକ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:କେନ୍ଦ୍ର ସରକାର ଙ୍କ ନିର୍ଦ୍ଧେଶ ପରେ ବ୍ୟାଙ୍କର ବିଚାର ଓ ପ୍ରଦର୍ଶନ ସମୀକ୍ଷା ତଥା ରାଷ୍ଟ୍ରୀୟ ପ୍ରାଥମିକତା ଅନୂରୂପ ଏବଂ ଏହାର ସମୀକ୍ଷା ନିମନ୍ତେ କରାଯାଇଛି ପରାମର୍ଶ ପ୍ରକ୍ରିୟା । ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଏକ ସମୀକ୍ଷାରେ ୫ ଟ୍ରିଲିୟନ୍ ଏବଂ ଅର୍ଥ ବ୍ୟବସ୍ଥା ଆଡକୁ ବ୍ୟାଙ୍କ ଅଗ୍ରସର ହେଉଥିବା ନେଇ ବିଭିନ୍ନ ଶାଖା ଗୁଡିକ ନିଜ ପଦର୍ଶନର ସମୀକ୍ଷା କରିବା ସହ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପୂର୍ବ ଏବଂ ଭବିଷ୍ୟତର ରଣନୀତି ଉପରେ ବିଚାର ବିମର୍ଶ କରିବା ସହ ଏହାର ଅଗ୍ରଗତି ନିମନ୍ତେ ଯୋଜନା କରାଯାଇଥିବା ବେଳେ ବୈଠକରେ ଅର୍ଥ ବ୍ୟବସ୍ଥାରେ ବିଭିନ୍ନ ବିଭାଗରେ ରଣ ବଢାଇବା ସହ ଆଗାମୀ ଦିନରେ ଗ୍ରାହକ ମାନଙ୍କର ସମସ୍ତ ପ୍ରକାର ଚାହିଦାକୁ ପୂରଣ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଚେଷ୍ଟା କରାଯିବାକୁ ଚେଷ୍ଟା କରାଯିବ ବୋଲି କୁହାଯାଇଛି । ଏହି ବୈଠକରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ରହ୍ମପୁର ର ଉପ-ମହାପ୍ରବନ୍ଧକ ସାକ୍ୟ ସିହ୍ନା ବୈରାଗୀ ,ଆଞ୍ଚଳିକ ପ୍ରବନ୍ଧକ ହରିହର ପଟ୍ଟନାୟକ ଓ କାଶୀ ବିଶ୍ୱନାଥ ଦାଶ ଙ୍କ ସମେତ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ଶାଖାର ପ୍ରବନ୍ଧକ ମାନେ ଉପସ୍ଥିତ ରହିଥିଲେ ।
Body:ବାଇଟ୍- ସାକ୍ୟ ସିହ୍ନା ବୈରାଗୀ(ଉପ-ମହାପ୍ରବନ୍ଧକ,ଏସ୍.ବି.ଆଇ,ବ୍ରହ୍ମପୁର)
Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.