ETV Bharat / city

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ: ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ଯୁବ ଶିଳ୍ପୀ ସତ୍ୟ

author img

By

Published : Feb 19, 2022, 9:43 PM IST

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ସ୍ବାଗତ ଜଣାଇ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସତ୍ୟ ପ୍ରାୟ ପାଞ୍ଚ ଘଣ୍ଟାର ପରିଶ୍ରମ କରି ଏଭଳି ପ୍ରସ୍ତୁତ କରିଛନ୍ତି ଏକ ସୁନ୍ଦର ବାଲୁକା କଳା । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ : ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ଯୁବ ଶିଳ୍ପୀ ସତ୍ୟ

ବ୍ରହ୍ମପୁର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ସ୍ବାଗତ ଜଣାଇ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସତ୍ୟ ପ୍ରାୟ ପାଞ୍ଚ ଘଣ୍ଟାର ପରିଶ୍ରମ କରି ଏଭଳି ପ୍ରସ୍ତୁତ କରିଛନ୍ତି ଏକ ସୁନ୍ଦର ବାଲୁକା କଳା ।

ଏହାବି ପଢନ୍ତୁ : President Visit: ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କଲେ, ବାନାବନ୍ଧା ଦୃଶ୍ୟ ଦେଖି ଭାବବିହ୍ବଳ ହେଲେ

ଏଥିପାଇଁ ପ୍ରାୟ 10 ଟନ ବାଲି ବ୍ୟବହାର ହୋଇଥିବା ସେ କହିଛନ୍ତି । ବାଲୁକା କଳା ମାଧ୍ୟମରେ ପୂର୍ବରୁ ଅନେକ କଳାକୃତି କରିଥିବା ସତ୍ୟ ଦୀର୍ଘ ଦିନର ବ୍ୟବଧାନ ପରେ ରାଷ୍ଟ୍ରପତି ଆସୁଥିବା ଯୋଗୁଁ ଏଭଳି କରିଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.