ETV Bharat / city

ମଝି ନଈରେ 8 ଟିକିଆ ହାତୀପଲଙ୍କ ଉତ୍ପାତ

ଆଜି(ମଙ୍ଗଳବାର) ବ୍ରହ୍ମପୁରର ଚିକିଟି ବ୍ଲକ ସୁରଳ ଠାରେ ବାହୁଦା ନଦୀ କୂଳରେ ଏହି ହାତୀପଲ ବ୍ୟାପକ ଚିଙ୍ଗୁଡି ଘେରି ନଷ୍ଟ କରିବା ସହ ମାଛଧରା ଡଙ୍ଗା ସବୁ ଭାଙ୍ଗି ଦେଇଛନ୍ତି ।

author img

By

Published : Dec 29, 2020, 3:27 PM IST

ମଝି ନଈରେ 8 ଟିକିଆ ହାତୀପଲଙ୍କ ଉତ୍ପାତ
ମଝି ନଈରେ 8 ଟିକିଆ ହାତୀପଲଙ୍କ ଉତ୍ପାତ

ବ୍ରହ୍ମପୁର: ମଝି ନଈରେ 8 ଟିକିଆ ହାତୀପଲ । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଏହି ହାତୀପଲଙ୍କୁ ଦେଖିବାକୁ ମିଳିଛି । ଆଜି(ମଙ୍ଗଳବାର) ବ୍ରହ୍ମପୁରର ଚିକିଟି ବ୍ଲକ ସୁରଳ ଠାରେ ବାହୁଦା ନଦୀ କୂଳରେ ଏହି ହାତୀପଲ ବ୍ୟାପକ ଚିଙ୍ଗୁଡି ଘେରି ନଷ୍ଟ କରିବା ସହ ମାଛଧରା ଡଙ୍ଗା ସବୁ ଭାଙ୍ଗି ଦେଇଛନ୍ତି ।

ହାତୀପଲଙ୍କ ଉତ୍ପାତ
ମଝି ନଈରେ 8 ଟିକିଆ ହାତୀପଲଙ୍କ ଉତ୍ପାତ
ମଝି ନଈରେ 8 ଟିକିଆ ହାତୀପଲଙ୍କ ଉତ୍ପାତ

ଗତ କିଛିଦିନ ଧରି ଏହି ହାତୀପଲ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଧାନ ଫସଲ ନଷ୍ଟ କରିଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ଧାନଫସଲ ନଷ୍ଟ କରିଛନ୍ତି । ଲୋକେ ହାତୀପଲକୁ ଦେଖି ଭୟଭୀତ ଥିବାବେଳେ ବନବିଭାଗ ଏମାନଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.