ETV Bharat / city

ହିଞ୍ଜିଳିକାଟୁରେ ୫‘ଟି’ ସଟିବ, ସ୍ମାର୍ଟ କ୍ଲାସରୁମ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - 5T Secretary vk pandiyan

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳ ପରିଦର୍ଶନ କଲେ ୫‘ଟି’ ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ ସ୍କୁଲରେ ସ୍ମାର୍ଟ କ୍ଲାସରୁମ ଭିତ୍ତିଭୂମିର କଲେ ସମୀକ୍ଷା। ଅଧିକ ପଢନ୍ତୁ...

ହିଞ୍ଜିଳିକାଟୁରେ ୫ଟି ସଟିବ , ବିଦ୍ୟାଳୟର ସ୍ମାର୍ଟକ୍ଲାସ ଓ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Aug 15, 2021, 10:16 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳ ଗସ୍ତ କରି ବିଭିନ୍ନ ବିଦ୍ୟାଳୟର ସ୍ମାର୍ଟକ୍ଲାସ ଓ ଉନ୍ନୟନମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ୫ଟି ସଟିବ ଭିକେ ପାଣ୍ଡିୟାନ । ରବିବାର ଅପରାହ୍ନ ରୁ ୫ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିୟାନ୍ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ।

ହିଞ୍ଜିଳିକାଟୁରେ ୫ଟି ସଟିବ , ବିଦ୍ୟାଳୟର ସ୍ମାର୍ଟକ୍ଲାସ ଓ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଉଦଘାଟନ ହେବାକୁ ଯାଉଥିବା ହିଞ୍ଜିଳି ବ୍ଲକର ଭାବନ୍ଧ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମର ଉଚ୍ଚ ବିଦ୍ୟାଳୟର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ଭାବରେ ଆରମ୍ଭ ହେଉଥିବା ସ୍ମାର୍ଟକ୍ଲାସ ସହିତ ଡିଜିଟାଲ ଲାଇବ୍ରେରୀ ଭଳି କାର୍ଯ୍ୟ ସମୀକ୍ଷା କରିବା ସହ ବିଭିନ୍ନ ବିଦ୍ୟାଳୟରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା ମଧ୍ୟ କିରଥିଲେ । ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଶିକ୍ଷାଦାନ ବ୍ୟବସ୍ଥାରେ ବିଦ୍ୟାର୍ଥୀ ମାନେ କେତେ ଖୁସି ସେ ନେଇ ମତାମତ ନେଇଥିଲେ ୫ଟି ସଚିବ ।

ପରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ହିଞ୍ଜିଳିକାଟୁ ଏବଂ ଶେରଗଡରେ ମୋଟ ୫୦ ଟି ବିଦ୍ୟାଳୟରେ ଏଭଳି ସ୍ମାର୍ଟକ୍ଲାସକୁ ଆସନ୍ତା ଦିନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ କରିବାକୁ ରହିଥିବାବେଳେ ତାରି ପୂର୍ବରୁ ୫ଟି ସଚିବଙ୍କ ଗ୍ରସ୍ତ କରିଥିବା ଜଣାଯାଇଛି । ୫ଟି ସଚିବଙ୍କ ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଆସନ୍ତାକାଲି ୫ଟି ସଚିବ ଶେରଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ଯୋଜନା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.