ETV Bharat / city

ଏମପିସି ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ - many primary issue

ବିଭିନ୍ନ ସମସ୍ୟା ନେଇ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ସୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 30, 2019, 5:23 PM IST

ବାରିପଦା: ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ସୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କଲେଜରେ ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀମାନେ ଶୁକ୍ରବାର କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁଯାୟୀ, କଲେଜରେ ୭୫ ପ୍ରତିଶତ ଆଟେଣ୍ଡାନ୍ସ ଜରୁରୀ ଥିବାବେଳେ ଦରକାର ଅନୁସାରେ ଅଧ୍ୟାପକ/ଅଧ୍ୟାପିକା ନଥିବା ହେତୁ କଲେଜରେ ପାଠପଢା ହେଉନାହିଁ । ଫଳରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏଥିସହ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ମୌଳିକ ସମସ୍ୟାରୁ ବଞ୍ଚିତ କରାଯାଉଥିବା ବେଳେ ଦୀର୍ଘ ଦିନ ହେବ କଲେଜରେ ରେଜଲ୍ଟ ବାହାରିନାହିଁ ।

ଏହି ସମସ୍ୟା ନେଇ ଛାତ୍ରଛାତ୍ରୀମାନେ ପୁର୍ବରୁ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ନପାଇ ଶେଷରେ ଶୁକ୍ରବାର କଲେଜର ଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ସମାସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବାରିପଦା ଠାରେ ଆବସ୍ଥାପିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି କଲେଜର ଛାତ୍ରଛାତ୍ରୀମାନେ । ଆଜି ସକାଳ ୧୦ ଘଟିକାରୁ କଲେଜର ଛାତ୍ରଛାତ୍ରୀ ମାନେ କଲେଜ ଗେଟକୁ ବନ୍ଦ ରଖିଛନ୍ତି । କଲେଜରେ ବିଭିନ୍ନ ମୌଳିକ ସମାସ୍ୟାରୁ ବଞ୍ଚିତ ରହିବା ଏବଂ ଦୀର୍ଘ ଦିନ ହେବ ରେଜଲ୍ଟ ନବିହାରିବାରୁ ଛାତ୍ରଛାତ୍ରୀମାନେ ଆଜି କଲେଜ ଗେଟକୁ ବନ୍ଦ କରିଛନ୍ତି ।କଲେଜରେ ୭୫ପ୍ରତିଶତ ଆଟେଣ୍ଡାନସ୍ ଜରୁରୀ ଥିବାବେଳେ ଦରକାର ଅନୁସାରେ ଅଧ୍ୟାପକ ନଥିବା ଏବଂ ପଠାପଢା ଯାଉନଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏହି ସବୁ ସମସ୍ୟାକୁ ପୁର୍ବରୁ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ନପାଇବାରୁ କଲେଜର ଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମାସ୍ୟା ସମାଧାନ ନହେବାଯାଏ ଆନ୍ଦୋଳନ ଆହୁରି ତୀବ୍ର କରିବେ କରିବେ ବୋଲି ଚେତାବନୀ ଦେଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.