ETV Bharat / city

ଚଳଚଞ୍ଚଳ ରାଇରଙ୍ଗପୁର, ଧୁମ୍ ଧାମରେ ଚାଲିଛି ବାହୁଡା ଯାତ୍ରା

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବଡଦାଣ୍ଡ ଭକ୍ତି ଭାବରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସମାଗମରେ ବେଶ୍ ଉତ୍ସବ ମୁଖର ।

author img

By

Published : Jul 12, 2019, 4:37 PM IST

Updated : Jul 12, 2019, 5:09 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ଆଜି ବାହୁଡିବେ ଦାରୁବ୍ରହ୍ମ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ଆସି ଆଷାଢ଼ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଫେରି ଯାଉଛନ୍ତି । ଏନେଇ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବଡଦାଣ୍ଡ ଭକ୍ତି ଭାବରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସମାଗମରେ ବେଶ୍ ଉତ୍ସବ ମୁଖର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପବିତ୍ର ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ପ୍ରାତଃ କାଳୀନ ମଙ୍ଗଳ ଆଳତୀ ପରେ ଦ୍ବାରପାଳ ପୂଜା ରୋଷହୋମ ସୂର୍ଯ୍ୟପୂଜା ଇତ୍ୟାଦି ନୀତିକାନ୍ତି ନୀତି ନିର୍ଘଣ୍ଟ ସମାପନ ପରେ ଦିନ ୧୦.୩୦ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଘଣ୍ଟ, ଶଙ୍ଖ, ହୁଳହୁଳି, ହରିବୋଲ ନାଦରେ ଗୋଟି ପହଣ୍ଡିରେ ବିଜେ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥିଲା । ପ୍ରଭୁଙ୍କ ଗୋଟି ପହଣ୍ଡି ଦେଖିବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଆଗ୍ରହ ଉତ୍କଣ୍ଠା ଭାବାବେଗ ପରିଲକ୍ଷିତ ହୋଇଥିଲା ।

ଭକ୍ତିଭାବର ଭକ୍ତି ଭାବାବେଶର ଭକ୍ତି ଆବେଗର ଏ ଯେଉଁ ଅପୂର୍ବ ଆନ୍ଦୋଳନ ଦେଖାଦେଇଛି ଯେମିତିକି ଭକ୍ତ ମାନଙ୍କଠାରେ ଭଗବାନ ବିରାଜମାନ ହୋଇଛନ୍ତି । ଏପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାଇରଙ୍ଗପୁର ରଥଯାତ୍ରା କମିଟି ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ଆଜି ବାହୁଡିବେ ଦାରୁବ୍ରହ୍ମ। ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ଆସି ଆଷାଢ଼ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଫେରି ଯାଉଛନ୍ତି। ଏ ନେଇ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବଡଦାଣ୍ଡ ଭକ୍ତିଭାବ ରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସମାଗମରେ ବେଶ୍ ଉତ୍ସବ ମୁଖର। ପବିତ୍ର ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ପ୍ରାତଃ କାଳୀନ ମଙ୍ଗଳ ଆଳତୀ ପରେ ଦ୍ବାରପାଳ ପୂଜା ରୋଷହୋମ ସୂର୍ଯ୍ୟପୂଜା ଇତ୍ୟାଦି ନୀତିକାନ୍ତି ନୀତିନିର୍ଘଣ୍ଟ ସମାପନ ପରେ ଦିନ ୧୦.୩୦ ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଘଣ୍ଟ ଶଙ୍ଖ ହୁଳହୁଳି ହୋରିବୋଲ ନାଦରେ ଗୋଟି ପହଣ୍ଡି ରେ ବିଜେ କରି ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ରଥାରୂଢ କରାଯାଇଥିଲା। ପ୍ରଭୁ ଙ୍କ ଗୋଟି ପହଣ୍ଡି ଦେଖିବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଆଗ୍ରହ ଉତ୍କଣ୍ଠା ଭାବାବେଗ ପରିଲକ୍ଷିତ ହୋଇଥିଲା। ଭକ୍ତିଭାବ ର ଭକ୍ତି ଭାବାବେଶ ର ଭକ୍ତି ଆବେଗ ର ଏ ଯେଉଁ ଅପୂର୍ବ ଆନ୍ଦୋଳନ ଦେଖାଦେଇଛି ଯେମିତିକି ଭକ୍ତ ମାନଙ୍କ ଠାରେ ଭଗବାନ ବିରାଜମାନ ହୋଇଛନ୍ତି। ଏପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାଇରଙ୍ଗପୁର ରଥଯାତ୍ରା କମିଟି ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
ବାଇଟ୧- ଦେବବ୍ରତ ଦାସ ମହାପାତ୍ର, ମୁଖ୍ୟ ପୂଜକ, ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର।
ବାଇଟ୨- ଲଲିତ ମହାନ୍ତ, ଶ୍ରଦ୍ଧାଳୁ।

Body:x

Conclusion:x
Last Updated : Jul 12, 2019, 5:09 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.