ETV Bharat / city

ଏମକେଏଚ୍ ବିଦ୍ୟାଳୟ ପ୍ରାଙ୍ଗଣରେ 71ତମ ଏନସିସି ଦିବସ - 71th ncc day celebrate in maharaja krushnachandra high school

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ 71ତମ ଏନସିସି ଦିବସ ପାଳିତ । ଏହି ଅବସରରେ ଏନସିସି ପତାକା ଉତ୍ତୋଳନ କରିବା ସହ କ୍ୟାଡେଡ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 25, 2019, 12:44 AM IST

ବାରିପଦା: ଜିଲ୍ଲାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ 71ତମ ଏନସିସି ଦିବସ ପାଳିତ ହୋଇଯାଇଛି । ଏଥିରେ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଝରଣା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନସିସି ପତାକା ଉତ୍ତୋଳନ କରିବା ସହ କ୍ୟାଡେଡ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏମପିସି ସିନିୟର ବିଭାଗର କ୍ୟାଡେଡ୍‌, ଏମକେସି ଜୁନିୟର, କେଭି ଜୁନିୟର ବିଭାଗର ୧୫୦ରୁ ଊର୍ଦ୍ଧ୍ବ କ୍ୟାଡେଡ୍‌ଙ୍କୁ ନେଇ ସମ୍ମିଳିତ ପରେଡ଼ ଅନୁଷ୍ଠିତ ହୋଇଥିଲା । ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଏନସିସି ମେଜର ପ୍ରଣବ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏମକେସି ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଉପସ୍ଥିତ ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୂରଭଞ୍ଜ ଜିଲ୍ଲାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭୧ ତମ ଏନସିସି ଦିବସ ପାଳିତ। ଏହି ଅବସରରେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷା ଡ଼ଃ ଝରଣା ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏନସିସି ପତାକା ଉତ୍ତଳନ କରିବା ସହ କେଡ଼େଟ ମାନଙ୍କୁ ସମ୍ବନ୍ଧିତ କରିଥିଲେ। ଏଥିରେ ଏମପିସି ସିନିୟର ବିଭାଗର କେଡ଼େଟ, ଏମକେସି ଜୁନିୟର, କେଭି ଜୁନିୟର ବିଭାଗର ୧୫୦ ରୁ ଉର୍ଦ୍ଧ୍ବ କେଡ଼େଟଙ୍କୁ ନେଇ ସମ୍ମିଳିତ ପ୍ୟାରେଡ଼ ଅନୁଷ୍ଠିତ ହୋଇଯାଇଛି । ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି ମେଜର ପ୍ରଣବ କୁମାର ମହାପାତ୍ରଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଆଜିର ଏନସିସି ଦିବସ ସମାରୋହରେ ଏମକେସି ବିଦ୍ୟାଳୟ ଖେଳ ପଡିଆ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପରେ ପରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି |Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.