ETV Bharat / city

ନିଆରା ଜନ୍ମଦିନ: ଦୃଷ୍ଟିହୀନ ଲୋକଙ୍କୁ ହୋଟେଲରେ ଖୁଆଇ ପାଳିଲେ ଜନ୍ମଦିନ - ସ୍ୱେଚ୍ଛାସେବୀ କର୍ମକର୍ତ୍ତାଙ୍କ ନିଆରା ଜନ୍ମଦିନ

ନିଜ ଜନ୍ମଦିନକୁ ସ୍ୱତନ୍ତ୍ର ଓ ନିଆରା ଭାବେ ପାଳନ କରିବା ପାଇଁ ଭିନ୍ନ ଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଇଚ୍ଛା ଥାଏ । ତେବେ ବାଲେଶ୍ବରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯିଏ କି ନିଜ ଜନ୍ମଦିନକୁ ଦୃଷ୍ଟିହୀନ ପିଲାଙ୍କ ସାଙ୍ଗରେ ପାଳନ କରିଛନ୍ତି । ଅଧିକ ପଢନ୍ତୁ

ନିଆରା ଜନ୍ମଦିନ: ଦୃଷ୍ଟିହୀନ ଲୋକଙ୍କୁ ହୋଟେଲରେ ଖୁଆଇ ପାଳିଲେ ଜନ୍ମଦିନ

author img

By

Published : Jul 7, 2022, 5:55 PM IST

ବାଲେଶ୍ବର: ନିଜ ଜନ୍ମଦିନକୁ ସ୍ୱତନ୍ତ୍ର ଓ ନିଆରା ଭାବେ ପାଳନ କରିବା ପାଇଁ ଭିନ୍ନ ଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଇଚ୍ଛା ଥାଏ । କିଏ କେକ କାଟି ଜନ୍ମଦିନ ପାଳନ କରେ ତ କିଏ ଭୋଜିଭାତ କରେ । ତେବେ ବାଲେଶ୍ବରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯିଏ କି ନିଜ ଜନ୍ମଦିନକୁ ଦୃଷ୍ଟିହୀନ ପିଲାଙ୍କ ସାଙ୍ଗରେ ପାଳନ କରିଛନ୍ତି ।

ନିଆରା ଜନ୍ମଦିନ: ଦୃଷ୍ଟିହୀନ ଲୋକଙ୍କୁ ହୋଟେଲରେ ଖୁଆଇ ପାଳିଲେ ଜନ୍ମଦିନ
ନିଆରା ଜନ୍ମଦିନ: ଦୃଷ୍ଟିହୀନ ଲୋକଙ୍କୁ ହୋଟେଲରେ ଖୁଆଇ ପାଳିଲେ ଜନ୍ମଦିନ

ସୂଚନାଅନୁସାରେ, ବାଲେଶ୍ଵରର ସ୍ୱେଚ୍ଛାସେବୀ ସଂଗଠନ 'ଦି ନ୍ୟୁ ହୋପ'ର ସଭାପତି ସଂଗ୍ରାମ ପଣ୍ଡା ନିଜର ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସ୍ଥାନୀୟ ଦୃଷ୍ଟି ବାଧିତ ସ୍କୁଲର ପିଲାମାନଙ୍କୁ ନେଇ ଏକ ହୋଟେଲରେ ଖୁଆଇବା ସହ ସେମାନଙ୍କୁ ସେମାନଙ୍କର ନିତ୍ୟ ବ୍ୟବହାରଯୋଗ୍ୟ ଧଳାବାଡି ଏବଂ ଅନ୍ୟ ସାମଗ୍ରୀ ଉପହାର ଦେଇଛନ୍ତି।ତେବେ ହୋଟେଲରେ ଆସି ଖାଇବା ପରେ ପିଲାମାନେ ବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଥିଲା। ସବୁ ବର୍ଷ ନିଜର ଜନ୍ମଦିନ ସାଙ୍ଗସାଥି ଓ ପରିବାର ସହ ପାଳନ କରୁଥିବା ବେଳେ ଏଥର ଜନ୍ମଦିନ ପିଲାମାନଙ୍କ ସହ ପାଳନ କରି ଆତ୍ମ ସନ୍ତୋଷ ଲାଭ କରିଥିବା କଥା କହିଛନ୍ତି ସଂଗ୍ରାମ ପଣ୍ଡା ।

ଇଟିଭି ଭାରତ, ବାଲେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.