ETV Bharat / city

20 ଟଙ୍କା ପାଇଁ ପର୍ଯ୍ୟଟକଙ୍କୁ ଗୋଡାଇ ପିଟିଲେ ଷ୍ଟାଣ୍ଡ କର୍ମଚାରୀ - ବାଲେଶ୍ବର ଖବର

ମାତ୍ର 20 ଟଙ୍କା ପାଇଁ ପର୍ଯ୍ୟଟକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଷ୍ଟାଣ୍ଡ କର୍ମଚାରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 28, 2019, 10:00 PM IST

ବାଲେଶ୍ବର: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ପର୍ଯ୍ୟଟକଙ୍କୁ ଷ୍ଟାଣ୍ଡ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି।

ଯାଜପୁର ଅଞ୍ଚଳରୁ ବେଣୁଧର ଦ୍ବିବେଦୀ ନିଜର ପରିବାର ସହ ପଞ୍ଚଲିଙ୍ଗେଶ୍ଵର ପୀଠକୁ ଦର୍ଶନ ପାଇଁ ଆସିଥିଲେ। ଷ୍ଟାଣ୍ଡରେ ଗାଡି ରଖି ଭୁଲ ବଶତଃ ମନ୍ଦିର ଭିତରକୁ ଚାଲିଯାଇଥିଲେ। ପରିବାର ସହ ବେଣୁଧର ଫେରିବା ପରେ ଷ୍ଟାଣ୍ଡ କର୍ମଚାରୀ ତାଙ୍କୁ 10 ଟଙ୍କା ବଦଳରେ 20 ଟଙ୍କା ମାଗିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଷ୍ଟାଣ୍ଡ କର୍ମଚାରୀ ବେଣୁଧରଙ୍କ ପରିବାର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏଥିରେ ଆହତ ହୋଇଥିବା ବେଣୁଧରଙ୍କ ପରିବାର ପକ୍ଷରୁ ଷ୍ଟାଣ୍ଡ କର୍ମଚାରୀଙ୍କ ବିରୋଧରେ ନୀଳଗିରି ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ରେ ପ୍ରସିଦ୍ଧ ଶୈବ ପୀଠ ପଞ୍ଚଲିଙ୍ଗଶ୍ଵରରେ ପର୍ଯ୍ୟଟକଙ୍କୁ ଷ୍ଟାଣ୍ଡ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଅଞ୍ଚଳରୁ ବେଣୁଧର ଦ୍ବିବେଦୀ ନିଜର ପରିବାର ସହ ପଞ୍ଚଲିଙ୍ଗେଶ୍ଵର ପୀଠକୁ ଦର୍ଶନ ପାଇଁ ଆସିଥିଲେ। ଷ୍ଟାଣ୍ଡରେ ଗାଡି ରଖି ଭୁଲ ବଶତଃ ମନ୍ଦିର ଭିତରକୁ ଚାଲିଯାଇଥିଲେ। ପରିବାର ସହ ବେଣୁଧର ଫେରିବା ପରେ ଷ୍ଟାଣ୍ଡ କର୍ମଚାରୀ ତାଙ୍କୁ 10 ଟଙ୍କା ବଦଳରେ 20 ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଷ୍ଟାଣ୍ଡ କର୍ମଚାରୀମାନେ ବେଣୁଧରଙ୍କ ପରିବାର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏଥିରେ ଆହତ ହୋଇଥିବା ବେଣୁଧରଙ୍କ ପରିବାର ପକ୍ଷରୁ ଷ୍ଟାଣ୍ଡ କର୍ମଚାରୀଙ୍କ ବିରୋଧରେ ନୀଳଗିରି ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.