ETV Bharat / city

ସାମ୍ବାଦିକଙ୍କ ଦାବି ମାନିଲେ SP; ବଦଳାଇଲେ ନିଷ୍ପତ୍ତି - SP accepted the journalist's claim

ଜିଲ୍ଲାରେ ଗଣମାଧ୍ୟମ ପ୍ରତି ବାଲେଶ୍ବର ଏସପି ଲଗାଇଥିବା ଅଙ୍କୁଶ ବିରୋଧରେ ପ୍ରତିବାଦ ଜଣାଇଛନ୍ତି ବାଲେଶ୍ଵର ସାମ୍ବାଦିକ ଗଣ । ଗୁରୁବାର ପୋଲିସ ଶହୀଦ ଦିବସ ପାଳନ ହେଉଥିବା ବେଳେ ଏଥିପାଇଁ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କ ଦାବି ମାନିଲେ ଏସପି
ସାମ୍ବାଦିକଙ୍କ ଦାବି ମାନିଲେ ଏସପି
author img

By

Published : Oct 21, 2021, 7:58 PM IST

ବାଲେଶ୍ବର: ଜିଲ୍ଲାରେ ଗଣମାଧ୍ୟମ ପ୍ରତି ବାଲେଶ୍ବର ଏସପି ଲଗାଇଥିବା ଅଙ୍କୁଶକୁ ପ୍ରତିବାଦ ଜଣାଇଛନ୍ତି ବାଲେଶ୍ଵର ସାମ୍ବାଦିକ ଗଣ । ଆଜି (ଗୁରୁବାର) ପୋଲିସ ଶହୀଦ ଦିବସ ପାଳନ ହେଉଥିବା ବେଳେ ଏଥିପାଇଁ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ସାମ୍ବାଦିକଙ୍କ ଦାବି ମାନିଲେ ଏସପି; ବଦଳାଇଲେ ନିଜ ନିଷ୍ପତ୍ତି

ମାତ୍ର ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ବର୍ଜନ କରିବା ସହ ପୃଥକ ଭାବେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାମ୍ବାଦିକମାନଙ୍କ ନିକଟକୁ ଏସପି ସୁଧାଂଶୁ ଶେଖର ମିଶ୍ର ଆସି ବୁଝାସୁଝା କରିବା ସହ ପୋଲିସ ସାମ୍ବାଦିକଙ୍କୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ।

କିଛିଦିନ ତଳେ ଏସପିଙ୍କ ଏକ ସାମ୍ବାଦିକ ସମ୍ମିଳନୀକୁ ସାମ୍ବାଦିକମାନେ ବର୍ଜନ କରିଥିବା ବେଳେ ଆଜି ମଧ୍ୟ ଏହାର ପୁନରାବୃତ୍ତି ହୋଇଥିଲେ। ଫଳରେ ଏସି ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.