ETV Bharat / city

ସ୍କୁଲ ସମୟରେ ଛାତ୍ରଙ୍କୁ କାମରେ ଲଗାଇ ପ୍ରଧାନଶିକ୍ଷକ ନିଲମ୍ବିତ - ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ

ସ୍କୁଲ ସମୟରେ ଛାତ୍ରଙ୍କୁ କାମରେ ଲଗାଇବାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଘଟଣା ଘଟିଛି ବାଲେଶ୍ବର ବସ୍ତା ବ୍ଲକ ସତ୍ୟବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଅଧିକ ଖବର ପଢନ୍ତୁ...

ସ୍କୁଲ ସମୟରେ ଛାତ୍ରଙ୍କୁ କାମରେ ଲଗାଇ ପ୍ରଧାନଶିକ୍ଷକ ନିଲମ୍ବିତ

author img

By

Published : Feb 17, 2020, 7:29 PM IST

ବାଲେଶ୍ବର: ସ୍କୁଲ ସମୟରେ ଛାତ୍ରଙ୍କୁ କାମରେ ଲଗାଇବାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାର ବସ୍ତା ବ୍ଲକ ସତ୍ୟବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 3 ଜଣ ଛାତ୍ର ଗତ 15 ତାରିଖ ଦିନ ସ୍କୁଲ ସମୟରେ ବସ୍ତା ବୋହି ନେଉଥିବା ଦେଖିବାକୁ ମିଳିଥିଲା ।

ସ୍କୁଲ ସମୟରେ ଛାତ୍ରଙ୍କୁ କାମରେ ଲଗାଇ ପ୍ରଧାନଶିକ୍ଷକ ନିଲମ୍ବିତ

ବସ୍ତାରେ ଅନ୍ୟ ଏକ ଜାଗାରୁ ପିଲାମାନେ ବହିପତ୍ର ଆଣିଥିବା ଜଣାପଡିଥିଲା । ଏହାକୁ ନେଇ ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣେ ସିଆରସିସିଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ । ତଦନ୍ତ ପରେ ବସ୍ତା ବିଇଓ ପ୍ରାଚୀ ତନୟା ଗିରି ଚିଠି ନଂ 401 ମୂଳେ ସ୍କୁଲର ପ୍ରଧାନ ଶିକ୍ଷକ ହରିପଦ ଜେନାଙ୍କୁ ନିଲମ୍ବିତ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.