ETV Bharat / city

ଧର୍ମ ପରିବର୍ତ୍ତନ ଅଭିଯୋଗରେ ଉତ୍ତେଜନା - ସୋର ଧର୍ମ ପରିବର୍ତ୍ତନ ଅଭିଯୋଗରେ ଉତ୍ତେଜନା

ସୋର ବଜାରରେ ଖ୍ରୀଷ୍ଟିଆନ ଧର୍ମାବିଲମ୍ବୀ ବହି ବିକ୍ରି କରିବା ସହିତ କିଛି ଯୁବକଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ଧର୍ମ ପରିବର୍ତ୍ତନ ଅଭିଯୋଗରେ ଉତ୍ତେଜନା
ଧର୍ମ ପରିବର୍ତ୍ତନ ଅଭିଯୋଗରେ ଉତ୍ତେଜନା
author img

By

Published : Dec 13, 2021, 9:53 PM IST

ବାଲେଶ୍ୱର: ଜିଲ୍ଲା ସୋରରେ ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା ସୋର ବଜାରରେ ଧର୍ମପରିବର୍ତ୍ତନ ପାଇଁ ଲୋକଙ୍କୁ ଉସୁକାଇବାବେଳେ ଚାରି ଜଣଙ୍କୁ ଧରିଲେ ଲୋକେ । ବିଭିନ୍ନ ପ୍ରଚାର ସାମଗ୍ରୀ ସହିତ ବହି ଗୁଡିକୁ ପୋଡିଲେ ଉତ୍ତେଜିତ ଲୋକେ ।

ଧର୍ମ ପରିବର୍ତ୍ତନ ଅଭିଯୋଗରେ ଉତ୍ତେଜନା

ସୋର ବଜାରରେ ବାଲେଶ୍ଵରରୁ ଚାରି ଜଣ ଖ୍ରୀଷ୍ଟିଆନ ଧର୍ମାବିଲମ୍ବୀ ବହି ବିକ୍ରି କରିବା ସହିତ କିଛି ଯୁବକଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ହୋଇଛି । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯୁବକମାନଙ୍କୁ ଚାକିରୀ ଓ ଟଙ୍କାର ପ୍ରଲୋଭନ ଦେଖାଉଥିବା ଅଭିଯୋଗରେ ଯୁବକମାନେ ଉତ୍ତେଜିତ ହୋଇ ବହି ସବୁ ପୋଡି ପକାଇଥିଲେ। ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ବୁଝାସୁଝା କରି ଚାରିଜଣଙ୍କୁ ଥାନାରେ ଅଟକ ରଖିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.