ETV Bharat / city

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନିର୍ଭୟ ମିସାଇଲର ପରୀକ୍ଷଣ - ନିର୍ଭୟ ମିସାଇଲ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷଣ ହେଲା ଲଙ୍ଗରେଞ୍ଜ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ । ଅଧିକ ପଢନ୍ତୁ...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନିର୍ଭୟ ମିସାଇଲର ପରୀକ୍ଷଣ
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ପରୀକ୍ଷା ହେଲା ନିର୍ଭୟ ମିସାଇଲ
author img

By

Published : Aug 11, 2021, 10:49 AM IST

Updated : Aug 11, 2021, 2:22 PM IST

ବାଲେଶ୍ବର:ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷଣ ହେଲା ଲଙ୍ଗରେଞ୍ଜ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ 9 ଟା 53 ମିନଟ୍‌ରେ ଉତ୍‌କ୍ଷେପଣ କରାଯାଇଛି ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନିର୍ଭୟ ମିସାଇଲର ପରୀକ୍ଷଣ

ଆଜି(ବୁଧବାର) ବାଲେଶ୍ବର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଉ ଏକ ମିସାଇଲ ପରୀକ୍ଷଣ କରାଯାଇଛି । ସକାଳ ୯ଟା ୫୩ ମିନିଟରେ ଲଙ୍ଗରେଞ୍ଜ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ ମିସାଇଲ ପରୀକ୍ଷଣ କରାଯାଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା 15 ଶହ କିଲୋମିଟର ରହିଛି । ଏଥିରେ 3 ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ସ୍ବେଦେଶୀ ଜ୍ଞାନ କୌଶଳରେ ଏହି ମିସାଇଲ୍ ନିର୍ମାଣ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 11, 2021, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.