ETV Bharat / city

ବନ୍ଧୁକ ମୁନରେ ମହିଳାଙ୍କ ଠୁ ସୁନାଚେନ ଲୁଟିଲେ ଦୁର୍ବୃତ୍ତ

author img

By

Published : Oct 12, 2019, 7:02 PM IST

ନମ୍ବର ବିହୀନ ସ୍କୁଟିରେ ଆସି 3 ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ସୁନାଚେନ ଓ କାନଫୁଲ ଲୁଟ କରିଛନ୍ତି । ଏଭଳି ଘଟଣା ଘଟିଛି ସହଦେଵଖୁଣ୍ଟା ଥାନା ଜେଲ ରୋଡ଼ ନିକଟରେ।

ମହିଳାଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ସୁନାଚେନ୍

ବାଲେଶ୍ବର: ବନ୍ଧୁକ ମୁନରେ ମହିଳାଙ୍କ ସୁନା ଚେନ ଓ କାନଫୁଲ ଲୁଟ ଅଭିଯୋଗ। ଏଭଳି ଘଟଣା ଘଟିଛି ସହଦେଵଖୁଣ୍ଟା ଥାନା ଜେଲ ରୋଡ଼ ନିକଟରେ।

ମହିଳାଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ସୁନାଚେନ୍

ଆଜିମାବାଦ ଅଞ୍ଚଳର ଅନିତା ପାତ୍ର କୌଣସି କାମରେ ବଜାରକୁ ଯାଇଥିଲେ। ଘରକୁ ଫେରିବା ବେଳେ 3 ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ସ୍କୁଟିରେ ଆସି ତାଙ୍କ ପଛପଟୁ ସୁନା ଚେନ ଟାଣିଥିଲେ । ପରେ ମହିଳାଙ୍କୁ ଧକ୍କା ମାରିବା ସହ ବନ୍ଧୁକ ଦେଖାଇ 10 ଗ୍ରାମର ସୁନାଚେନ ଓ 5 ଗ୍ରାମର କାନ ଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ଅଭିଯୋଗକୁ ଆଧାର କରି ସହଦେଵଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବନ୍ଧୁକ ମୁନରେ ମହିଳାଙ୍କ ପାଖରୁ ସୁନା ଚେନ ଓ କାନଫୁଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି।ଏମିତି ଘଟଣା ଘଟିଛି ସହଦେଵଖୁଣ୍ଟା ଥାନା ଜେଲ ରୋଡ଼ ନିକଟରେ।
ଆଜିମାବାଦ ଅଞ୍ଚଳର ଅନିତା ପାତ୍ର କୌଣସି କାମରେ ବଜାରକୁ ଯାଇଥିଲେ। ଘରକୁ ଫେରିବା ବେଳେ 3ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ସ୍କୁଟିରେ ଆସି ତାଙ୍କ ପଛପଟୁ ସୁନା ଚେନ ଝିଙ୍କିଥିଲେ। ପରେ ମହିଳାଙ୍କୁ ଧକ୍କା ମାରିବା ସହ ବନ୍ଧୁକ ଦେଖାଇ 10 ଗ୍ରାମର ସୁନାଚେନ ଓ 5 ଗ୍ରାମର କାନ ଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗକୁ ଆଧାର କରି ସହଦେଵଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି।
ବାଇଟ - ଅନିତା ପାତ୍ର ( ଅଭିଯୋଗକାରୀ ମହିଳା )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.