ETV Bharat / city

ସଦର ଉପନିର୍ବାଚନ: ବାଲେଶ୍ବରରୁ ବିଜେପି ଟିକେଟରେ ଲଢିବେ ମାନସ

author img

By

Published : Oct 11, 2020, 3:56 PM IST

ବାଲେଶ୍ବର ସଦର ଉପନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ତାର ପ୍ରାର୍ଥୀ କରିଛି । ଅଧିକ ପଢନ୍ତୁ...

ସଦର ଉପନିର୍ବାଚନ: ବିଜେପି ବିଧାୟକ ପ୍ରାର୍ଥୀ ହେବେ ମାନସ

ବାଲେଶ୍ବର: ସଦର ଉପନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ତାର ପ୍ରାର୍ଥୀ କରିଛି ।

ନଭେମ୍ବର 3 ତାରିଖରେ ବାଲେଶ୍ଵର ସଦର ଉପନିର୍ବାଚନ ତାରିଖ ଘୋଷଣା ହେବାପରେ ବିଭିନ୍ନ ରାଜନୈତିକ ଦଳ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ବାଲେଶ୍ବର ସଦରର ଉପନିର୍ବାଚନ ପାଇଁ ମାନସ ଦତ୍ତଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ଦଳ ଘୋଷଣା ପରେ ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ହୋଇଛନ୍ତି। ସୋସିଆଲ ମିଡିଆରେ ମାନସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥର ନିର୍ବାଚନରେ ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ମାନସ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.