ETV Bharat / city

ଶେଷ ହେଲା ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ମତଦାନ, 71 ପ୍ରତିଶତ ଭୋଟିଂ

author img

By

Published : Nov 3, 2020, 7:39 AM IST

Updated : Nov 3, 2020, 7:08 PM IST

ବାଲେଶ୍ବର ଉପନିର୍ବାଚନ
ବାଲେଶ୍ବର ଉପନିର୍ବାଚନ

19:03 November 03

ଶେଷ ହେଲା ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ମତଦାନ, 71 ପ୍ରତିଶତ ଭୋଟିଂ

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ସକାଳ 7 ରୁ ସନ୍ଧ୍ୟା 6 ଟା ଯାଏ ଚାଲିଛିଲା ମତଦାନ । ସମୁଦାୟ 6 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ବାଲେଶ୍ଵର ଜନତା । କୋଭିଡ କଟକଣା ଓ ଗାଇଡଲାଇନକୁ ପାଳନ କରାଯାଇ ଚାଲିଥିଲା ଭୋଟିଂ । 71 ପ୍ରତିଶତରେ ସମ୍ପୂର୍ଣ୍ଣ ହୋଇଛି ବାଲେଶ୍ବର ଉପନିର୍ବାଚନ ପାଇଁ ମତଦାନ । 

17:43 November 03

ସନ୍ଧ୍ୟା 5ଟା ସୁଦ୍ଧା 68.19% ଭୋଟିଂ

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ସନ୍ଧ୍ୟା 5ଟା ସୁଦ୍ଧା 68.19 ପ୍ରତିଶତ ହୋଇଛି ମତଦାନ ।  

15:46 November 03

ଅପରାହ୍ନ 3ଟା ସୁଦ୍ଧା 54.85 ପ୍ରତିଶତ ମତଦାନ

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଅପରାହ୍ନ 3ଟା ସୁଦ୍ଧା 54.85 ପ୍ରତିଶତ ହୋଇଛି ଭୋଟିଂ ।

14:03 November 03

1ଟା ସୁଦ୍ଧା 41.36 ପ୍ରତିଶତ ମତଦାନ

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଦିନ 1ଟା ସୁଦ୍ଧା 41.36 ପ୍ରତିଶତ ହୋଇଛି ଭୋଟିଂ ।

12:16 November 03

ଭୋଟ ଦେଲେ ବିଜେପି ପ୍ରାର୍ଥୀ ମାନସ ଦତ୍ତ

ବାଲେଶ୍ବର ସଦର ଉପନିର୍ବାଚନରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡିର ପ୍ରାର୍ଥୀମାନେ ଭୋଟ ଦେଇଛନ୍ତି। ସେହପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ନିଜର ମତ ସାବସ୍ତ୍ୟ କରିଛନ୍ତି। ମାନସ ହାଜିନାଶରୁଦ୍ଦିନ ବୁଥରେ ମତଦାନ କରିଛନ୍ତି। ଏହି ଅବସରରେ କୋଭିଡ କଟକଣା ମାନି ଭୋଟରମାନେ ଭୋଟ ଦେବାପାଇଁ ମାନସ ଲୋକଙ୍କୁ ନିବେଦନ କରିଛନ୍ତି। ପ୍ରଥମେ ମତଦାନ ପରେ ଜଳପାନ ବୋଲି ସେ କହିଛନ୍ତି।

12:14 November 03

ଭୋଟ ଦେଲେ ବିଜେଡି ପ୍ରାର୍ଥୀ

ବାଲେଶ୍ବର ସଦର ଉପନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସ। ଆଜିମାବାଦର 160 ନଂ ବୁଥରେ ସ୍ବରୂପ ଭୋଟ ଦେଇଛନ୍ତି। ତେବେ ବିଭିନ୍ନ ବୁଥ ବୁଲିବା ପରେ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ବୋଲି ସେ କହିଛନ୍ତି। 

11:50 November 03

ଦିନ 11 ଟା ସୁଦ୍ଧା 27.60 ପ୍ରତିଶତ ମତଦାନ

ବାଲେଶ୍ବର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି । ଦିନ 11 ଟା ସୁଦ୍ଧା 27.60 ପ୍ରତିଶତ ହୋଇଛି ମତଦାନ ।

09:43 November 03

9ଟା ସୁଦ୍ଧା 12.11 ପ୍ରତିଶତ ମତଦାନ

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ମତଦାନ ଜାରି । ସକାଳ 9ଟା ସୁଦ୍ଧା 12.11 ପ୍ରତିଶତ ମତଦାନ ।

09:18 November 03

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ । 126 ନମ୍ବର ବୁଥରେ ସେ ନିଜର ମତ ସାବ୍ୟସ୍ତ କରିଛନ୍ତି ।

09:16 November 03

ଭୋଟ ଦେଲେ ସ୍ବାଧୀନ ପ୍ରାର୍ଥୀ ବେଣୁଥର ବାରିକ

ବାଲେଶ୍ବରରେ ମତଦାନ କଲେ ସ୍ବାଧୀନ ପ୍ରାର୍ଥୀ ବେଣୁଥର ବାରିକ । ସ୍ବାଧୀନରେ ଠିଆ ହୋଇ ଚଳିତ ବର୍ଷ ଚର୍ଚ୍ଚାରେ ଅଛନ୍ତି ବେଣୁଧର । ଏପରିକି ତାଙ୍କ ପାଇଁ ଅନେକ ଯାତ୍ରା କଳାକାର ପ୍ରଚାର କରିଥିବା ଦେଖିବାକୁ ମିଳିଛି ।

08:02 November 03

129 ନମ୍ବର ବୁଥରେ ଇଭିଏମ ତ୍ରୁଟି, ବିଳମ୍ବରେ ଭୋଟ

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ 129 ନମ୍ବର ବୁଥରେ ଇଭିଏମ ତ୍ରୁଟି ଦେଖାଦେଇଛି । ଫଳରେ ଏହି ବୁଥରେ ବିଳମ୍ବରେ ଭୋଟ ଆରମ୍ଭ ହୋଇଛି । 

07:06 November 03

ବାଲେଶ୍ଵର: ସଦର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ସମୁଦାୟ 6ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବାଲେଶ୍ଵର ଜନତା। କୋଭିଡ କଟକଣା ଓ ଗାଇଡଲାଇନକୁ ପାଳନ କରାଯାଉଛି। ସାମାଜିକ ଦୂରତା ସହ ସାନିଟାଇଜର, ଗ୍ଲୋବସ ବ୍ୟବସ୍ଥା ହୋଇଛି। 

Last Updated : Nov 3, 2020, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.