ETV Bharat / city

ସିପିଏମ ନେତା ନିକୁଞ୍ଜ ବସନ୍ତ ରାଏଙ୍କ ବିୟୋଗ, ଦାନ କଲେ ଶରୀର - nikunja basant rai died

ବାଲେଶ୍ବର ସିପିଏମ କମିଟିର ପୂର୍ବତନ ସଦସ୍ୟ ତଥା ସିଆଇଟିୟୁ ଓଡିଶା ରାଜ୍ୟ କମିଟି ସଭ୍ୟ ନିକୁଞ୍ଜ ବସନ୍ତ ରାଏଙ୍କ ଦେହାନ୍ତ । ଅଧିକ ପଢନ୍ତୁ

ସିପିଏମ ନେତା ନିକୁଞ୍ଜ ବସନ୍ତ ରାଏଙ୍କ ବିୟୋଗ, ଦାନ କଲେ ଶରୀର

author img

By

Published : Nov 16, 2021, 2:55 PM IST

ବାଲେଶ୍ବର: ସିପିଏମ କମିଟିର ପୂର୍ବତନ ସଦସ୍ୟ ତଥା ସିଆଇଟିୟୁ ଓଡିଶା ରାଜ୍ୟ କମିଟି ସଭ୍ୟ ନିକୁଞ୍ଜ ବସନ୍ତ ରାଏଙ୍କ ଦେହାନ୍ତ । ବାଲେଶ୍ବର ମୁଖ୍ୟ ହସ୍ପାଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।

ମୃତ୍ୟୁ ପୂର୍ବରୁ ନିକୁଞ୍ଜ ଚକ୍ଷୁଦାନ ସହ ଶରୀର ମଧ୍ୟ ଦାନ କରିଯାଇଛନ୍ତି । ତାଙ୍କ ପତ୍ନୀ ଗାୟତ୍ରୀ ଏବଂ ପୁଅ ବସନ୍ତଙ୍କ ଉପସ୍ଥିତିରେ ଚକ୍ଷୁ ଏବଂ ଶରୀର ଦାନ କରାଯାଇଛି । ତେବେ ନିକୁଞ୍ଜଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.