ETV Bharat / city

Green Ray Chit Fund Scam: ତଦନ୍ତ ପାଇଁ ଜଳେଶ୍ବରରେ ଛତିଶଗଡ ଟିମ

author img

By

Published : Dec 21, 2021, 10:12 PM IST

ବାଲେଶ୍ବର ଜଳେଶ୍ବରର ଗ୍ରୀନ-ରେ ଚିଟଫଣ୍ଡ ମାମଲା । ତଦନ୍ତ ପାଇଁ ଜିଲ୍ଲାରେ ପହଞ୍ଚିଲା ଛତିଶଗଡ଼ ଟିମ । ଅଧିକ ପଢନ୍ତୁ

Green Ray Chit fund Scam: ତଦନ୍ତ ପାଇଁ ଜଳେଶ୍ବରରେ ଛତିଶଗଡ଼ ଟିମ

ବାଲେଶ୍ବର: ଜିଲ୍ଲାର ଜଳେଶ୍ବରଠାରେ ଥିବା ଗ୍ରୀନ-ରେ ଚିଟଫଣ୍ଡ ସ୍କାମ ପ୍ରସଙ୍ଗ । ଜଳେଶ୍ବରରେ ପହଞ୍ଚିଲା ଛତିଶଗଡ଼ର 4 ଜଣିଆ ତଦନ୍ତକାରୀ ଟିମ । ସେମାନେ ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପରିଚାଳନା ଦାୟିତ୍ବରେ ଥିବା ଜଳେଶ୍ବରର 4 ଜଣଙ୍କୁ ଖୋଜୁଛି ଏହି ଟିମ । ଫେରାର ଥିବା ମୁଖ୍ୟ ପରିଚାଳକ ଖାଲିକ ସାହା ଓ ମିର ତୈରୁଦ୍ଦିନ ସହ ଅନ୍ୟ ୨ ସହଯୋଗୀଙ୍କୁ ଖୋଜୁଛି ଏହି ଟିମ । ପୂର୍ବରୁ ମୁଖ୍ୟ ପରିଚାଳକଙ୍କ ୨ ଭାଇ ମିର ଜମିର ଓ ମିର ସୈମତକୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ CBI ।

ଏହି ସଂସ୍ଥା ସାରା ଦେଶରେ 2 ହଜାର କୋଟି ଲୁଟି ଥିବା ବେଳେ ଓଡି଼ଶାରୁ 500ରୁ ଊର୍ଦ୍ଧ୍ବ କୋଟି ଟଙ୍କା ଲୁଟିଥିବା ଅଭିଯୋଗ ରହିଛି । ଛତିଶଗଡ଼ରେ 200 କୋଟିରୁ ଅଧିକ ଲୁଟିଥିବା ଅଭିଯୋଗରେ ତଦନ୍ତ କରୁଛି ଏହି ଟିମ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.