ETV Bharat / city

Sushan Diwas: ବାଲେଶ୍ବରରେ ବିଜେପିର ଜନସମାବେଶ - ସୁଶାସନ ଦିବସ ପାଳିଲା ବାଲେଶ୍ବର ବିଜେପି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ପାଳୁଛି ବିଜେପି । ତେବେ ବାଲେଶ୍ବରରେ ମଧ୍ୟ ବିଜେପି ଏହି ଦିବସ ପାଳି ଜନସମାବେଶ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Sushan Diwas: ବାଲେଶ୍ବରରେ ବିଜେପିର ଜନସମାବେଶ

author img

By

Published : Dec 25, 2021, 3:58 PM IST

ବାଲେଶ୍ବର: ଜିଲ୍ଲା ବିଜେପି ପକ୍ଷରୁ ରାମେଶ୍ବର ମନ୍ଦିର ନିକଟ ପଡ଼ିଆରେ ସୁଶାସନ ଦିବସ ପାଳନ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳ ସବୁଠୁ ଉତ୍ତମ ଶାସନ ଥିବାବେଳେ ତାଙ୍କର ଜନ୍ମତିଥିକୁ ଏହି ଦିବସ ଭାବେ ପାଳନ କରାଯାଉଛି ।

Sushan Diwas: ବାଲେଶ୍ବରରେ ବିଜେପିର ଜନସମାବେଶ

ଏହି ଜନସମାବେଶରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମେତ ଜିଲ୍ଲା ସ୍ତରରେ ବହୁ ବିଜେପି ନେତା ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ଶାସନ କାଳରେ ଦେଶରେ ସୁବର୍ଣ୍ଣ ଯୁଗ ଚାଲିଥିଲା । ଏହାସହିତ ସେ ବାଜପେୟୀଙ୍କ ଶାସନକାଳରେ ହୋଇଥିବା କୀର୍ତ୍ତିମାନ ସମ୍ପର୍କରେ ଆଲୋଚନା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.