ETV Bharat / city

ଲକଡାଉନ ସମୟରେ ବାଲେଶ୍ବରରେ ମଦ ଚୋରା ଚାଲାଣ, ଜଣେ ଗିରଫ - Alcohol smuggling during Lockdown

ଅବକାରୀ ମୋବାଇଲ ୟୁନିଟ ପାଟ୍ରୋଲିଂ ବେଳେ ଚୋରା ଚାଲାଣ ହେଉଥିବା ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୋଲିସ । ଅଧିକ ପଢନ୍ତୁ...

ଲକଡାଉନ ସମୟରେ ବାଲେଶ୍ବରରେ ମଦ ଚାଲାଣ, ଜଣେ ଗିରଫ

author img

By

Published : Apr 20, 2020, 1:11 PM IST

ବାଲେଶ୍ଵର: ଦେଶରେ ଜାରି ଲକଡାଉନ ସମୟରେ ବଢିଛି ମଦ ଚୋରା ଚାଲାଣ । ତେବେ ଅବକାରୀ ମୋବାଇଲ ୟୁନିଟ ପାଟ୍ରୋଲିଂ ବେଳେ ଚୋରା ଚାଲାଣ ହେଉଥିବା ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଲକଡାଉନ ସମୟରେ ବାଲେଶ୍ବରରେ ମଦ ଚାଲାଣ, ଜଣେ ଗିରଫ

ରବିବାର ବିଳମ୍ବିତ ରାତିରେ ଅବକାରୀ ମୋବାଇଲ ୟୁନିଟ ତାମୂଳିଆ ଓଭର ବ୍ରିଜ ନିକଟରେ ପାଟ୍ରୋଲିଂ କରୁଥିଲା । ଏକ ସ୍କର୍ପିଓ ଗାଡିକୁ ଅଟକାଇବା ପରେ ସେଥିରୁ ବିପୁଳ ଦେଶୀ ମଦ ଜବତ କରିଥିଲା ପୋଲିସ । ଏହାସହ ଗାଡିର ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ସ୍କର୍ପିଓ ମଧ୍ୟ ଜବତ କରାଯାଇଛି। ଗିରଫ ଡ୍ରାଇଭର ଜଣଙ୍କ ନାଁ ପ୍ରତାପ ପ୍ରଧାନ ବୋଲି ଜଣାପଡ଼ିଛି । ତେବେ ଜବତ ମଦର ଆନୁମାନିକ ମୂଲ୍ୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.