ETV Bharat / city

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖଇରା ଥାନାରେ ଏତଲା ଦେଲେ ପ୍ରେମିକା ଚିନ୍ମୟୀ

author img

By

Published : Sep 7, 2020, 5:52 PM IST

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି ସସପେନ୍ସ । ଆଦିତ୍ୟଙ୍କ ପରିବାର ବିରୋଧରେ ଖଇରା ଥାନାରେ ଏତଲା ଦେଲେ ତାଙ୍କ ପ୍ରେମିକା ଚିନ୍ମୟୀ । ଅଧିକ ପଢନ୍ତୁ...

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖଇରା ଥାନାରେ ଏତଲା ଦେଲେ ପ୍ରେମିକା ଚିନ୍ମୟୀ
ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖଇରା ଥାନାରେ ଏତଲା ଦେଲେ ପ୍ରେମିକା ଚିନ୍ମୟୀ

ବାଲେଶ୍ବର: ବହୁ ଚର୍ଚ୍ଚିତ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି ସସପେନ୍ସ । ଏହି ଘଟଣା ଏବେ ଏକ ନୂଆ ମୋଡ ନେବାରେ ଲାଗିଛି । ଏପରିସ୍ଥିତିରେ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର ।

ଆଦିତ୍ୟଙ୍କ ସହ ତାଙ୍କର ଉଭୟ ପାକ୍ଷିକ ଭଲ ପାଇବା ଥିଲା ବୋଲି ସ୍ପଷ୍ଟ କରିଛନ୍ତି ଚିନ୍ମୟୀ । ହେଲେ ତାଙ୍କୁ ସାଇକୋ ଲେଡିର ଆକ୍ଷା ଦେଇଥିବା ବିସ୍ମିତ ଦାସ, ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ବାପା ଓ ମା'ଙ୍କ ବିରୋଧରେ ଚିନ୍ମୟୀ ଖଇରା ଥାନାରେ ଅଭିଯୋଗ କରିଛନ୍ତି ।

ସାଇକୋ ଲେଡିର ଆକ୍ଷା ଦେଇ ଆତ୍ମସମ୍ମାନ କ୍ଷୂର୍ଣ୍ଣ କରାଯାଇଥିବା ଚିନ୍ମୟୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ଖଇରା ଥାନାରେ ମାମଲା ରୁଜୁ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.