ETV Bharat / business

ଇନ୍‌ଭେଷ୍ଟମେଣ୍ଟ କ୍ଷେତ୍ରରେ ଷଷ୍ଠ ସ୍ଥାନରେ ଇଣ୍ଡିଗୋ

author img

By ETV Bharat Odisha Team

Published : Dec 15, 2023, 6:47 AM IST

Largest Carrier Indigo Market Value: ବିଶ୍ବ ବଜାରରେ ଇନ୍‌ଭେଷ୍ଟମେଣ୍ଟ କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଛି ’ଇଣ୍ଡିଗୋ’ । ବଡ଼ ଏୟାରଲାଇନ୍ସ ନାମରେ ଇଣ୍ଡିଗୋ ଭାରତୀୟକୁ ମଧ୍ୟ ଗଣନା କରାଯାଉଛି । ଆଗକୁ ପଢ଼ନ୍ତୁ

ଷଷ୍ଠ ସ୍ଥାନରେ ଇଣ୍ଡିଗୋ
ଷଷ୍ଠ ସ୍ଥାନରେ ଇଣ୍ଡିଗୋ

ଦିଲ୍ଲୀ: ବିଶ୍ବ ବଜାରରେ ଇନ୍‌ଭେଷ୍ଟମେଣ୍ଟ କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଛି ’ଇଣ୍ଡିଗୋ’ । ବଡ଼ ଏୟାରଲାଇନ୍ସ ନାମରେ ଇଣ୍ଡିଗୋ ଭାରତୀୟକୁ ମଧ୍ୟ ଗଣନା କରାଯାଉଛି । ବିଟିସ ଷ୍ଟାଡାଣ୍ଡ ଇନଷ୍ଟିଟିଉସନ (BSI)ରେ ଇଣ୍ଟରଗ୍ଲୋବ ଏମ୍ବିଏନ୍ସ ଲିମିଟେଡ କମ୍ପାନୀର ସେୟାର 1.73 ପ୍ରତିଶତ ବଢ଼ି 2,982.50 ଟଙ୍କାରେ ପହଞ୍ଚି ଥିଲା । ପରେ ଇଣ୍ଡିଗୋ ଏୟାରଲାଇନ୍ସର ସେୟାରର ମୁଲ୍ୟ 13.48 ଆରବ ଡ଼ଲାରର ମୁଲ୍ୟାଙ୍କନ ସହିତ ଇଣ୍ଡିଗୋ ଷଷ୍ଠ ସବୁଠାରି ବଡ଼ ଏୟାରଲାଇନ୍ସର ସ୍ଥାନ ଗ୍ରହଣ କରିଛି ।

ଏହା ମଧ୍ୟ ପଢ଼ନ୍ତୁ....ୱାର୍କ ଫ୍ରମ୍‌ ହୋମ ବନ୍ଦ କରିବ ଇନଫୋସିସ୍‌ ! କର୍ମଚାରୀଙ୍କୁ ସପ୍ତାହରେ 3ଦିନ ଆସିବାକୁ ପଡ଼ିବ ଅଫିସ

ତେବେ ଇଣ୍ଡିଗୋ ଭାରତୀୟ ଏୟାରଲାଇନ୍ସର ପ୍ୟାରେଣ୍ଟ କମ୍ପାନୀ ହେଉଛି ଇଣ୍ଟରଗ୍ଲୋବ ଏମ୍ବିଏନ୍ସ ଲିମିଟେଡ । 13.48 ଆରବ ଡଲାର ସହ ୟୁନାଇଟେଡ଼ ଏୟାରଲାଇନ୍ସକୁ ପଛରେ ପକାଇଛି ଇଣ୍ଡିଗୋ । ସେପଟେ ଡେଲ୍ଟା ଏୟାରଲାଇନ୍ସ 26.54 ଆରବ ଡଲାର ସହ ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.... ଆରବିଆଇର ଚେତାବନୀ, ଫ୍ରଡରୁ ବର୍ତ୍ତିବାକୁ ହେଲେ ସୋସିଆଲ ମିଡିଆ ଲିଙ୍କଠୁ ଦୂରତା ଜରୁରୀ

ଇଣ୍ଟରଗ୍ଲୋବ ଏମ୍ବିଏନ୍ସ ଲିମିଟେଡର ସେୟାର ପ୍ରଥମ ଥର ପାଇଁ 3000 ଟଙ୍କାକୁ ପାର କରିଛି । 2015ରୁ ସାର୍ବଜନିନ ହୋଇଥିଲେ ମଧ୍ୟ ଏହା ତାଙ୍କର ସର୍ବାଧିକ ଆୟ । ଇଣ୍ଡିଗୋର ଚଳିତ ବର୍ଷ 12ଟି ଡାଇରେକ୍ଟ ସେସନରେ ସେୟାର ରିଲିଜ କରିଛି । ସେୟାର ରେଟରେ, 28 ନଭେମ୍ବରରେ 16 ପ୍ରତିଶତ ରିଟର୍ନ ଦେଇଥିଲା । ବର୍ତ୍ତମାନ ତାହା ବୃଦ୍ଧି ହୋଇ 49 ପ୍ରତିଶତରୁ ଅଧିକ ଆସୁଥିବା ଖବର ମିଳୁଛି । ସେୟାର ଲିଷ୍ଟିଙ୍ଗ ପରେ ଇଣ୍ଡିଗୋର ମାର୍କେଟ ଭ୍ୟାଲୁ ତିନି ଗୁଣା ବଢ଼ି ଯାଇଛି । ସେପଟେ ଏ ବର୍ଷ ୟୁନାଇଟେଡ ଏୟାରଲାଇନ୍ସକୁ ସେୟାରରେ 10 ଆରବର କ୍ଷତି ସହିବାକୁ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ....ଓୟୋର ନୂତନ ସିଏଫଓ ହେବେ ରାକେଶ କୁମାର, ନୂଆ ବର୍ଷ ଆରମ୍ଭରୁ ନେବେ ନିଯୁକ୍ତି

ଗୋ ଫଷ୍ଟ ବନ୍ଦ ହେବା ପରଠାରୁ ବଜେଟ ୱାଇକ ନିଜ ମାର୍କେଟ୍‌ ଭ୍ୟାଲୁ ବଢ଼ାଇ ଦେଇଛନ୍ତି । ୟୁନାଇଟେଡ ଏୟାରଲାଇନ୍ସ ସାତ ଗୁଣା କ୍ୟାପିଟାଲ ସାଙ୍ଗରେ ଇଣ୍ଟରଗ୍ଲୋବ ଏମ୍ବିଏସନକୁ ପଛରେ ପକାଇ ଦେଲା । ବ୍ଲୁମବର୍ଗର ଅନୁମାନ ହିସାବରେ, ଆମେରିକା ଏୟାରଲାଇନ୍ସର ସେପ୍ଟେମ୍ବର 2023ରେ 12ମାସ ପାଇଁ 52.5 ବିଲିୟନ ଡଲାରର ନେଟ ରେଭେନ୍ୟୁ ରେକର୍ଡ କରାଯାଇଥିଲା । କିନ୍ତୁ ଏ ବର୍ଷ ଇଣ୍ଡିଗୋର ରେଭେନ୍ୟୁ 7.4 ବିଲିୟନ ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.