ETV Bharat / business

ପିଆଜ ପରେ ଟମାଟୋ ପାଳି, 40 ଟପିଲାଣି ଦାମ

author img

By

Published : Sep 27, 2019, 11:49 AM IST

ଦିନକୁ ଦିନ ପରିବା ଦର ଖାଇବା ଥାଳିକୁ ବେସ୍ବାଦ କରିବାରେ ଲାଗିଲାଣି । ଯୋଗାଣ ହ୍ରସ ଯୋଗୁଁ ପ୍ରିୟ ପରିବା ଟମାଟୋ ଦାମ ବଢିଚାଲିଛି । ତେବେ ଆଗକୁ ପର୍ବପର୍ବାଣୀ ରହିଥିବା ବେଳେ ଦରଦାମ ବୃଦ୍ଧି ଗ୍ରାହକଙ୍କୁ ହନ୍ତସନ୍ତ କରିଦେଲାଣି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପ୍ରଥମେ ପିଆଜ ଆଉ ଏବେ ଟମାଟୋ । ଦିନକୁ ଦିନ ପରିବା ଦର ଖାଇବା ଥାଳିକୁ ବେସ୍ବାଦ କରିବାରେ ଲାଗିଲାଣି । ଯୋଗାଣ ହ୍ରସ ଯୋଗୁଁ ପ୍ରିୟ ପରିବା ଟମାଟୋ ଦାମ ବଢିଚାଲିଛି । ତେବେ ଆଗକୁ ପର୍ବପର୍ବାଣୀ ରହିଥିବା ବେଳେ ଦରଦାମ ବୃଦ୍ଧି ଗ୍ରାହକଙ୍କୁ ହନ୍ତସନ୍ତ କରିଦେଲାଣି ।

ଗତ କିଛି ଦିନ ଭିତରେ ଦିଲ୍ଲୀରେ ଟମୋଟୋ ଦାମ ପାଖାପାଖି 70 ପ୍ରତିଶତ ବଢିଲାଣି । ଖୁଚୁରାରେ କିଲୋ ପିଛା ଟମାଟୋ 40ରୁ 60 ଟଙ୍କା । ବିଶେଷ କରି ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ବର୍ଷ ଯୋଗୁଁ ପିଆଜ ଯୋଗାଣ ବାଧାପ୍ରାପ୍ତ ହେଉଛି । ଫଳରେ ଗତ ବର୍ଷ ତୁଳନାରେ ପିଆଜ ଦର ଡବଲ ହେଲଣି । ଏବେ ଏହାର ପ୍ରଭାବ ଟମାଟୋ ଉପରେ ପଡିଲାଣି ।

ପରିବା ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମାସିକ ବଜେଟ ବିଗିଡିବାରେ ଲାଗୁଛି । ଆଗକୁ ଦାମ ଆହୁରି ବୃଦ୍ଧି ନେଇ ଆଶଙ୍କା ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.