ETV Bharat / business

ବିଜୟା ଦଶମୀରେ ବଜାର ବନ୍ଦ - tuesday market close

ଆଜି ପବିତ୍ର ବିଜୟା ଦଶମୀ । ଏହି ଉପଲକ୍ଷେ ସରକାରୀ ଛୁଟି ସହ ଭାରତୀୟ ସେୟାର ବଜାରରେ ଛୁଟି । ପୁଣି ଥରେ ବୁଧବାର ବଜାର ଖୋଲିବା ସହ କାରବାର ସ୍ବାଭାବିକ ହେବ ।

ପ୍ରତିକାତ୍ମକ ଫଟୋ
author img

By

Published : Oct 8, 2019, 10:38 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ବିଜୟା ଦଶମୀ । ଏହି ଉପଲକ୍ଷେ ସରକାରୀ ଛୁଟି ସହ ଭାରତୀୟ ସେୟାର ବଜାରରେ ଛୁଟି। ପୁଣି ଥରେ ବୁଧବାର ବଜାର ଖୋଲିବା ସହ କାରବାର ସ୍ବାଭାବିକ ହେବ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 141 ପଏଣ୍ଟ ଖସି 37,531 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 11,126.40 ପଏଣ୍ଟରେ କାରବାର ବନ୍ଦ କରିଛି ।

ଲଗାତାର 6 ଦିନରେ ସେନସେକ୍ସ ମୋଟ 1,450 ପଏଣ୍ଟ ହ୍ରାସ ସହ ସେୟାର ବଜାର ଧରାଶାୟୀ ହୋଇପଡିଛି। ଏହା ଯୋଗୁଁ ନିବେଶକଙ୍କ ପ୍ରାୟ 6 ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.