ETV Bharat / business

ସବୁଜରେ ସେନସେକ୍ସ, ଟେଲିକମ ସେକ୍ଟରକୁ ଆଶ୍ବସ୍ତି

author img

By

Published : Nov 19, 2019, 11:34 AM IST

ସପ୍ତାହର ଦ୍ବିତୀୟ ଦିନରେ ସବୁଜ ସଙ୍କେତରେ ଖୋଜିଲା ସେୟାର ବଜାର। ସୋମବାର ନାଲି ସଙ୍କେତରେ ବନ୍ଦ ହୋଇଥିଲା ବେଳେ ମଙ୍ଗଳବାର ସେୟାର ସୂଚକାଙ୍କ ଆରମ୍ଭରୁ ବୃଦ୍ଧି ପାଇଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସପ୍ତାହର ଦ୍ବିତୀୟ ଦିନରେ ସବୁଜ ସଙ୍କେତରେ ଖୋଜିଲା ସେୟାର ବଜାର। ସୋମବାର ନାଲି ସଙ୍କେତରେ ବନ୍ଦ ହୋଇଥିଲା ବେଳେ ମଙ୍ଗଳବାର ସେୟାର ସୂଚକାଙ୍କ ଆରମ୍ଭରୁ ବୃଦ୍ଧି ପାଇଛି। ବିଶେଷ କରି ମାନ୍ଦାବସ୍ଥାରେ ବୁଡିରହିଥିବା ଟେଲିକମ ସେକ୍ଟରର ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ ଦିନ 171.17 ପଏଣ୍ଟ ବୃଦ୍ଧି ପାଇ 40455.36ରେ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି ବି 34.95 ପଏଣ୍ଟ ଅଭିବୃଦ୍ଧି ସହ 11919.45ରେ କାରବାର କରୁଛି ।

ତେବେ ଆଇଟିସି (0.38%), ଟାଟା ମୋଟର୍ସ, ଟାଟା ଷ୍ଟିଲ, କୋଟକ ବ୍ୟାଙ୍କ, ମାରୁତି, ଓଏନଜିସି, ବଜାଜ ଅଟୋ, ହିନ୍ଦୁସ୍ତାନୀ ୟୁନିଲିଭର, ହିରୋ ମୋଟୋକୋ ଆଦି ବିଏସଇର ସେୟାର ହ୍ରାସ ପାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.