ETV Bharat / business

ଖୋଲିଲା ମାର୍କେଟ: ସପ୍ତାହ ଆରମ୍ଭରୁ ସେନସେକ୍ସରେ 80.32 ବୃଦ୍ଧି

author img

By

Published : Aug 17, 2020, 10:05 AM IST

ସପ୍ତାହର ଆରମ୍ଭରୁ 80.32 ବୃଦ୍ଧି ପାଇ କାରବାର ଆରମ୍ଭ କଲା ସେନସେକ୍ସ । 37,957.66ରେ କାରବାର କରୁଛି ସେନସେକ୍ସ । ଅଧିକ ପଢନ୍ତୁ...

ଖୋଲିଲା ମାର୍କେଟ : ସପ୍ତାହର ଆରମ୍ଭରୁ 80.32 ବୃଦ୍ଧି ପାଇ କାରବାର କରୁଛି ସେନସେକ୍ସ

ମୁମ୍ବାଇ: ଖୋଲିଲା ମାର୍କେଟ । ସପ୍ତାହର ଆରମ୍ଭରୁ 80.32 ବୃଦ୍ଧି ପାଇ କାରବାର ଆରମ୍ଭ କଲା ସେନସେକ୍ସ । 37,957.66ରେ କାରବାର କରୁଛି ସେନସେକ୍ସ । ସେପଟେ 26.45 ହ୍ରାସ ପାଇ 11,152.30ରେ କାରବାର କରୁଛି ନିଫ୍ଟି ।

ସୂଚନାଥାଉକି, ଶୁକ୍ରବାର କାରବାର ଶେଷ ଦିନରେ ନାଲି ସଙ୍କେତରେ ସେୟାର ବଜାର ବନ୍ଦ ହୋଇଥିଲା । ବ୍ୟାଙ୍କିଙ୍କ ସେକ୍ଟର ସେୟାର ହ୍ରାସ ଯୋଗୁଁ ବିଏସଇ ସେନସେକ୍ସ 433.15 ପଏଣ୍ଟ ଖସି 37,877.34 ରେ କାରବାର ବନ୍ଦ କରିଥିଲା । ସେହିପରି ଏନଏସଇ ନିଫ୍ଟି 122.05 କମି 11,178.40 ରେ କାରବାର ଶେଷ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.