ETV Bharat / business

ବଜେଟ ପୂର୍ବରୁ ବଜାର ହୁଲସ୍ତୁଲ: ଖସିଲା ସେନସେକ୍ସ, ମହଙ୍ଗା ସୁନା - 30 jan market

ବଜେଟ ପୂର୍ବରୁ ବଜାର ହୁଲସ୍ତୁଲ । ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ ଓ ଇମ୍ଫୋସିସ ଭଳି ବଡ ବଡ କମ୍ପାନୀ ସେୟାର ଖସିଛି । ଏଥିମଧ୍ୟରେ ସେନସେକ୍ସ 285 ପଏଣ୍ଟ ହ୍ରାସ ପାଇଛି । ସେପଟେ ସୁନା ଦାମ ବୃଦ୍ଧି ପାଇଛି ।

sensex trips 285 pts on ril down over 2 pc
ବଜେଟ ପୂର୍ବରୁ ବଜାର ହୁଲସ୍ତୁଲ: ସେନସେକ୍ସ ଖସିଲା, ମହଙ୍ଗା ସୁନା
author img

By

Published : Jan 30, 2020, 6:44 PM IST

ମୁମ୍ବାଇ: ବଜେଟ ପୂର୍ବରୁ ବଜାର ହୁଲସ୍ତୁଲ । ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ ଓ ଇମ୍ଫୋସିସ ଭଳି ବଡ ବଡ କମ୍ପାନୀ ସେୟାର ଖସିଛି । ଏଥିମଧ୍ୟରେ ସେନସେକ୍ସ 285 ପଏଣ୍ଟ ହ୍ରାସ ପାଇଛି । ସେପଟେ ସୁନା ଦାମ ବୃଦ୍ଧି ପାଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ସମୟରେ 550 ପଏଣ୍ଟ ଉଠାଣି-ଗଡାଣି ସହ ବନ୍ଦ ହୋଇଛି । ଶେଷ ସୁଦ୍ଧା ସେନସେକ୍ସ 284.84 ପଏଣ୍ଟ ହ୍ରାସ ପାଇ 40,913.82ରେ ବନ୍ଦ ହୋଇଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 93.70 ପଏଣ୍ଟ ଖସି 12,035ରେ ବନ୍ଦ ହୋଇଛି ।

ସେନସେକ୍ସ କମ୍ପାନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ସର୍ବାଧିକ 2.62 ପ୍ରତିଶତ କମିଛି । ନେସଲେ ଇଣ୍ଡିଆ, ଇଣ୍ଡସାଇଡ ବ୍ୟାଙ୍କ, ଅଲ୍ଟ୍ରାଟେକ ସିମେଣ୍ଟ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଏସବିଆଇ ସେୟାର ମଧ୍ୟ କ୍ଷତି ସହିଛି । ଏପଟେ ବଜାଜ ଅଟୋ, ପାୱରଗ୍ରୀଡ, ଆଇସିଆଇସିଆଇ ବ୍ୟାଙ୍କ, ଏସିଆନ ପେଣ୍ଟସ, ଏନଟିପିସି, ଏସଡିଏଫସି, ଏଲଏଣ୍ଡଟି ଓ ମାରୁତି ସେୟାର ପ୍ରଫିଟରେ ରହିଛି ।

ସେପଟେ ବିବାହ ସିଜରେ ଚାହିଦା ବଢିଥିବାକୁ ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପିଛା 400 ଟଙ୍କା ବଢି 41,524 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ମଧ୍ୟ କିେଲା ପିଛା 737 ଟଙ୍କା ବୃଦ୍ଧି ପାଇ 47,392 47,392 ଟଙ୍କା ରହିଛି ।

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.