ETV Bharat / business

ବଜାରରେ ଉତ୍ସାହ, 6 ଦିନରେ 1400 ପଏଣ୍ଟ ବଢିଲା ସେନସେକ୍ସ - market news

ଲଗାତର 6 ଦିନରେ ସେନସେକ୍ସ 1400 ପଏଣ୍ଟରୁ ଉର୍ଦ୍ଧ୍ବ ବୃଦ୍ଧି ପାଇଛି । ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ 39 ହଜାର 200 ପାର କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 18, 2019, 6:39 PM IST

ନୂଆଦିଲ୍ଲୀ: ବିଶ୍ବ ଅର୍ଥନୀତିରେ ସକରାତ୍ମକ ସଙ୍କେତ ଯୋଗୁଁ ଉପରମୁହାଁ ଭାରତୀୟ ସେୟାର ବଜାର । ଲଗାତର 6 ଦିନରେ ସେନସେକ୍ସ 1400 ପଏଣ୍ଟରୁ ଉର୍ଦ୍ଧ୍ବ ବୃଦ୍ଧି ପାଇଛି ।

ସପ୍ତାହର ଶେଷ କାରବାର ଦିନରେ (ଶୁକ୍ରବାର) ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 246.32 ପଏଣ୍ଟ ବୃଦ୍ଧି ପାଇ 39,298.38 ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 75.50 ପଏଣ୍ଟ ଖସି 11,586.35 ରେ କାରବାର କରୁଛି ।

ସେନସେକ୍ସ ଚାଟରେ ୟସ ବ୍ୟାଙ୍କ 8.44 ପ୍ରତିଶତ ବଢିବା ସହ ଶୀର୍ଷରେ ରହିଛି । ଏଥିସହ ମାରୁତି (2.74%), ପାୱରଗ୍ରୀଡ (2.35%) ଓ ଏନଟିପିସି (2.02%) ସେୟାର ମଧ୍ୟ ଅଭିବୃଦ୍ଧି ଦେଖାଦେଇଛି ।

ସେପଟେ ଟାଟା ମୋଟର୍ସ , ବଜାଜ ଅଟୋ, ଭାରତୀ ଏୟାରଟେଲ ଓ ଆଇସିଆଇସିଆଇ ବ୍ୟାଙ୍କ ଆଦି ସେୟାର ହ୍ରାସ ପାଇଛି ।

Intro:Body:

sdsd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.