ETV Bharat / business

ବଜାରରେ ପ୍ରଫିଟ୍ ଜାରି , 39 ହଜାର ଟିପିଲା ସେନସେକ୍ସ - market profit

ଭାରତୀୟ ସେୟାର ବଜାରରେ ପ୍ରଫିଟ୍ ଜାରି । ପ୍ରଫିଟ ପାଇ ମାଲାମାଲ ନିବେଶକ । ସପ୍ତାହର 5ମ ଦିନରେ 39 ହଜାର ଡେଇଁଛି ସେନସେକ୍ସ । ସେପଟେ ନିଫ୍ଟି ବି 11,586 ବୃଦ୍ଧି ପାଇ ବନ୍ଦ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 17, 2019, 6:51 PM IST

ନୂଆଦିଲ୍ଲୀ: ସପ୍ତାହର ପଞ୍ଚମ ଦିନରେ ବଜାର ସବୁଜ ସଙ୍କେତରେ ବନ୍ଦ ହେଲା । ଅଟୋମୋବାଇଲ ଓ ବ୍ୟାଙ୍କିଙ୍ଗ ସେକ୍ଟର ସେୟାରରେ ଅଭିବୃଦ୍ଧି ଯୋଗୁଁ ଲଗାତାର ଉପରମୁହାଁ ସେନସେକ୍ସ । ଏପଟେ ବିଶ୍ବସ୍ତରରେ ତେଲ ଦର ହ୍ରାସ ପ୍ରଭାବରେ ପୁଞ୍ଜି ବଜାରରେ ନିବେଶକ ମାଲାମାଲ ।

ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 453.07 ପଏଣ୍ଟ ବୃଦ୍ଧି ପାଇ 39,052.06 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 122.35 ପଏଣ୍ଟର କମି 11,586.35 ରେ କାରବାର କରୁଛି ।

ସେନସେକ୍ସ ଚାର୍ଟରେ ୟସ୍ ବ୍ୟାଙ୍କ 15.19 ପ୍ରତିଶତ ବୃଦ୍ଧି ସହ ଶୀର୍ଷରେ ରହିଛି । ଏଥିସହ ଟାଟା ମୋଟର୍ସ (9.82%), ବଜାଜ ଅଟୋ (3.89) ଓ ଏସବିଆଇ (3.73%) ଅଭିବୃଦ୍ଧି ସହ ଆଜି ପ୍ରଫିଟ୍ କମାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.