ETV Bharat / business

ସେୟାର ବଜାରରେ ବମ୍ପର ବୃଦ୍ଧି, ନୂଆ ରେକର୍ଡରେ ନିଫ୍ଟି

ସର୍ବୋଚ୍ଚ ସ୍ତରରେ ସେନସେକ୍ସ ଓ ନିଫ୍ଟି ରେକର୍ଡ। ସମଗ୍ର ଦେଶରେ ନେତାଙ୍କ ଜୋରଦାର ପ୍ରଚାରକୁ ସେୟାରରେ ସକରାତ୍ମକ ସଙ୍କେତ। ମଙ୍ଗଳବାର ସକାଳୁ ସେନସେକ୍ସ ଓ ନିଫ୍ଟ ମଜବୁତ କାରବାର ଜାରି ରଖିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 16, 2019, 2:44 PM IST

ନୂଆଦିଲ୍ଲୀ: ସକ୍ରିୟ ସେୟାର ବଜାର। ନିର୍ବାଚନୀ ଋତୁରେ ଅଭିବୃଦ୍ଧି ଜାରି। ସର୍ବୋଚ୍ଚସ୍ତରରେ ସେନସେକ୍ସ ଓ ନିଫ୍ଟି ରେକର୍ଡ। ସମଗ୍ର ଦେଶରେ ନେତାଙ୍କ ଜୋରଦାର ପ୍ରଚାରକୁ ସେୟାରରେ ସକରାତ୍ମକ ସଙ୍କେତ । ମଙ୍ଗଳବାର ସକାଳୁ ସେନସେକ୍ସ ଓ ନିଫ୍ଟ ମଜବୁତ ସହ କାରବାର ଜାରି ରଖିଛନ୍ତି।

ସପ୍ତାହର ଦ୍ବିତୀୟ କାରବାର ଦିନରେ ସେନସେକ୍ସ 39 ହଜାର ପାର କରିଥିବା ବେଳେ ନିଫ୍ଟି 11,780ରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ134.46 ପଏଣ୍ଟ ବୃଦ୍ଧି ପାଇ 39,040.30 ଖୋଲିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 93.5 ପଏଣ୍ଟର ଅଭିବୃଦ୍ଧି ସହ 11783.85 କାରବାର କରୁଥିବା ଦେଖାଦେଇଛି।

ଆଇସିଆଇସିଆଇ ବ୍ୟାଙ୍କ, କୋଲ ଇଣ୍ଡିଆ, ହୀରା ମୋଟୋକପ, ବେଦାନ୍ତ ଓ ଏସିଆନ ପେଣ୍ଟସର ସେୟାର ଟପ 5 ରେ ରହିଛି । ହେଲେ ଟାଟା ମୋଟର୍ସ, ଡିବିଆର, ଇନଫୋସିନ୍ସ, ଟାଟା ଷ୍ଟିଲ ଓ ଏଚଡିଏଫସିରେ ସେୟାରରେ ସାମାନ୍ୟ ହ୍ରାସ ଦେଖାଦେଇଛି ।

Intro:Body:

gf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.