ନୂଆଦିଲ୍ଲୀ: କୋରୋନା କମ୍ପାନରେ ବଢୁଛି ନିବେଶକଙ୍କ ହାର୍ଟବିଟ । ସେୟାର ମାର୍କେଟରେ ଐତିହାସିକ ରେକର୍ଡ ହ୍ରାସ । ସର୍ବନିମ୍ନ ସ୍ତରକୁ ଖସି ଲୋୟର ସର୍କିଟ ହିଟ କଲା ସେନସେକ୍ସ ଓ ନିଫ୍ଟି ।
ଶୁକ୍ରବାର କାରବାର ଆରମ୍ଭରେ ସେୟାର ସୂଚକାଙ୍କ ଚିତପଟ୍ଟାଙ୍ଗ । ସେନସେକ୍ସ 3092 ପଏଣ୍ଟ ହ୍ରାସ ସହ ପାଇ 29,687.52 ଓ ନିଫ୍ଟି 966.10 ପଏଣ୍ଟ ହ୍ରାସ ପାଇ 8,624.05ରେ କାରବାର କରୁଛି ।