ETV Bharat / business

ପ୍ରଫିଟରେ ଲାଗିଲା ବ୍ରେକ, ରେଡ ଆଲର୍ଟରେ ବଜାର

ବୁଧବାର କାରବାର ଆରମ୍ଭରୁ ଖସୁଛି ସେନସେକ୍ସ ଓ ନିଫ୍ଟି । ରେଡ ଆଲର୍ଟରେ ଚାଲିଛି କାରବାର । ବିଶେଷ କରି ବ୍ୟାଙ୍କିଙ୍ଗ ଓ ଆର୍ଥିକ ସଂସ୍ଥାର ସେୟାର ହ୍ରାସ ପାଉଥିବା ନଜର ଆସୁଛି ।

author img

By

Published : Jun 12, 2019, 1:38 PM IST

Updated : Jun 12, 2019, 2:55 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଲଗାତାର 2ଦିନ ବୃଦ୍ଧି ପରେ ବଜାର ପ୍ରଫିଟରେ ଲାଗିଲା ବ୍ରେକ । ବୁଧବାର ରେଡ ଆଲର୍ଟରେ ଚାଲିଛି କାରବାର । ସେନସେକ୍ସର 30ରୁ 21 ସେୟାର ଖସିଥିବା ବେଳେ ନିଫ୍ଟିର ସମସ୍ତ ପ୍ରମୁଖ 11 ଇଣ୍ଡେକ୍ସ ଲଗାତାର ନାଲି ରେଖାରେ ରହିଛି । ବିଶେଷ କରି ବ୍ୟାଙ୍କ ଓ ଫାଇନାନ୍ସିଆଲ ସେୟାରରେ ଅଧିକ ହ୍ରାସ ଦେଖିବାକୁ ମିଳିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 282.50 ପଏଣ୍ଟ ଖସି 39,667.96 ରେ ରହିଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 82.55ରୁ ଉର୍ଦ୍ଧ୍ବ ପଏଣ୍ଟ କମି 1,883.05ରେ କାରବାର କରୁଛି ।

ଏପଟେ ବୁଧବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 69 ଟଙ୍କା 45 ପଇସାରେ କାରବାର କରୁଛି । ମଙ୍ଗଳବାର ବଜାର ସୁଦୃଢ ରହିବା ସହ ନିଫ୍ଟି 11,950ରେ କାରବାର ବନ୍ଦ କରିଥିଲା ।

Intro:Body:

gs

Conclusion:
Last Updated : Jun 12, 2019, 2:55 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.