ETV Bharat / business

ମଜବୁତ ଡଲାର, 76 ଟପିଲା ଟଙ୍କା

author img

By

Published : Jun 12, 2020, 3:30 PM IST

ଘରୋଇ ବଜାରରେ ହ୍ରାସ ଓ ଡଲାର ମଜବୁତ ଯୋଗୁଁ ଦୁର୍ବଳ ହେଉଛି ଟଙ୍କା । ଶୁକ୍ରବାର ଟଙ୍କାର ବିନିମୟ ମୁଲ୍ୟ 76 .10 ରେ କାରବାର ଆରମ୍ଭ କରିଛି । ଅଧିକ ପଢନ୍ତୁ..

rupee weakens by 31 paise in early trade
ମଜବୁତ ଡଲାର, 76 ଟପିଲା ଟଙ୍କା

ମୁମ୍ବାଇ: ଶୁକ୍ରବାର କାରବାର ଆରମ୍ଭରେ ଡଲାର ତୁଳନାରେ ଟଙ୍କା 31 ପଇସା ଦୁର୍ବଳ ହୋଇଛି । ଫଳରେ ଟଙ୍କାର ବିନିମୟ ମୁଲ୍ୟ 76 ଟଙ୍କା 10 ପଇସା ରହିଛି ।

ମୁଦ୍ରା କାରବାରୀଙ୍କ ଅନୁସାରେ ଅନ୍ୟ ବୈଶ୍ବିକ ମୁଦ୍ରା ତୁଳନାରେ ଡଲାରରେ ସୁଧାର, ଘରୋଇ ସେୟାର ବଜାରରେ ଆରମ୍ଭରୁ ହ୍ରାସ ଯୋଗୁଁ ଟଙ୍କାର ମୁଲ୍ୟ କମିଛି । ଏହା ବ୍ୟତିତ କୋରୋନା ଭାଇରସ ସଙ୍କଟକୁ ନେଇ ବଢୁଥିବା ଚିନ୍ତା ମଧ୍ୟ ବଜାରରେ ପ୍ରଭାବ ପକାଉଛି ।

ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କା ହ୍ରାସ ସହ କାରବାର ଆରମ୍ଭ କରିଛି । ଗୁରୁବାର ଡଲାର ତୁଳନାରେ ଟଙ୍କା 75 ଟଙ୍କା 79 ପଇସାରେ ବନ୍ଦ ହୋଇଥିଲା ।

ଉପଭୋକ୍ତା ମୁଲ୍ୟ ସୂଚକାଙ୍କ ଓ ଔଦୌଗିକ ଉତ୍ପାଦନ ସୂଚକାଙ୍କ ରିପୋର୍ଟ ପ୍ରକାଶ ନେଇ ବଜାରରକୁ ଅପେକ୍ଷା ରହିଛି ।

ପ୍ରକାଶ ଯେ, ଅଶୋଧିତ ତୈଳ ଦାମ 1.27 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପିଛା 38.06 ଡଲାରରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.